ପାଣିରେ ଭାସିଯିବା ବେଳେ ଅଟୋ ଉଦ୍ଧାର

ବ୍ରହ୍ମପୁର :  ପାଣିରେ ଭାସିଯିବା ବେଳେ ଅଟୋ ଉଦ୍ଧାର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୋପାଳପୁର ନିକଟ ନାରାୟଣପୁର – ହରିପୁର…

ଲଗଣା ବର୍ଷାରେ ଭୁଷୁଡି ଗଲା କଚ୍ଚା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ବାପା ଓ ମାଆ

ଖଲ୍ଲିକୋଟ :  ଲଗଣା ବର୍ଷାରେ ଭୁଷୁଡି ଗଲା କଚ୍ଚା ଘର । ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ବାପା ଓ…

ଜରିପୋଲ ତଳେ ବିତୁଛି ସମିତି ସଭ୍ୟାଙ୍କ ଜୀବନ

ଭଦ୍ରକ : ଜରିପୋଲ ତଳେ ବିତୁଛି ସମିତି ସଭ୍ୟାଙ୍କ ଜୀବନ ।  ଯଦି ଜଣେ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୁଏ…

ରେଳ ଧାରଣା ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ,ନିକଟରେ ରହିଛି ବାଇକ୍

ଖୋର୍ଦ୍ଧା : ରେଳ ଧାରଣା ନିକଟ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ…

ଦିବ୍ୟଶଙ୍କର ମିଶ୍ର ବିଧାନସଭା ଆସିଲେ ପବିତ୍ର ଗୃହ ଅପବିତ୍ର ହୋଇଯିବ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ରଣହୁଙ୍କାର । କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ…

ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜମି ଦଲାଲ ଗିରଫ

ଭୁବନେଶ୍ବର : ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜମି ଦଲାଲ ଗିରଫ । ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ ।…

ଭିନ୍ନକ୍ଷମ ଝିଅକୁ ବିବାହ କରି ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ସୁଶାନ୍ତ ନାୟକ

ଦାରିଙ୍ଗବାଡି : ସମାଜରେ ଭିନ୍ନକ୍ଷମ ବ୍ୟକ୍ତି ଅନ୍ୟମାନଙ୍କ ଭଳି ସାଧାରଣ ଜୀବନ ଯାପନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।…

ପଥର ଖଣିରେ ଅଘଟଣ

ନୟାଗଡ : ପଥର ଖଣିରେ ଅଘଟଣ । ପଥରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲ୍ଲା ଶରଣକୁଳ ଥାନା ପୁଆଣିଆଠାରେ…

ପୁରୀ ସମୁଦ୍ର କୂଳରେ ମାଛ ମଡ଼କ, କାରଣ ଅସ୍ପଷ୍ଟ

ପୁରୀ : ପୁରୀ ସମୁଦ୍ର କୂଳରେ ମାଛ ମଡ଼କ । ସ୍ବର୍ଗଦ୍ବାର ସମ୍ମୁଖ ବେଳାଭୂମିରୁ ହୋଟେଲ୍ କାମେଲିଆ ପର୍ଯ୍ୟନ୍ତ ଏହି ମାଛ ମଡକ ଦେଖିବାକୁ…

ଅର୍ଜୁନ ପୁରସ୍କାର ରେ ସମ୍ମାନିତ ହେଲେ ବଣାଇ ମାଟିର ପୁଅ

ବଣାଇ : ଵଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଲଛଡା ଗ୍ରାମ ରେ ଜନ୍ମିତ ଓଡ଼ିଶାର ଗର୍ବ ଓ ଗୌରବ ସୁନ୍ଦରଗଡ଼, ବଣାଇ…