ପଚରାଉଚରା କରୁଥିବା ସମୟରେ ପୋଲିସ୍‌ ହେପାଜତ୍‌ରୁ ଲୁଟେରା ଫେରାର

ଭୁବନେଶ୍ୱର : ପୋଲିସ୍‌ ହେପାଜତ୍‌ରୁ ଲୁଟେରା ଫେରାର । ଲୁଟ୍‌ ଘଟଣାରେ ଚନ୍ଦ୍ରଶେଖରପୁର ପୋଲିସ୍‌ ଦ୍ୱାରା ଗିରଫ ହୋଇଥିବା ଲୁଟେରା ପିଣ୍ଟୁ ଥାନାରୁ ଫେରାର ହୋଇଯାଇଛି । ପୋଲିସ୍‌ ଗତ ୧୬ ତାରଖରେ ପିଣ୍ଟୁ ଏବଂ ତାର ଦୁଇଜଣ ସହଯୋଗୀହଙ୍କୁ ଉଠାଇ ଆଣିଥିଲା । ସେମାନଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଥିଲା । ହେଲେ ସେଠାରୁ ପିଣ୍ଟୁ ଚମ୍ପଟ ମାରିଥିବା ବେଳେ ଅଭିଯୁକ୍ତ ପାଖରୁ ପୂର୍ବରୁ ଲୁଟ୍‌ ସାମଗ୍ରୀ ଜବତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *