ଭଦ୍ରକ : ଭଦ୍ରକ ଧାମନଗର ବ୍ଲକର କଟସାହି ପଞ୍ଚାୟତର ୧ ନମ୍ବର ୱାର୍ଡରେ ବୁଥ ରିଗିଂ ଅଭିଯୋଗ । ବୁଥ ରିଗିଂକୁ ନେଇ ଉତ୍ତେଜନା ଦେଖାଦେଇଛି । ଯାହାକୁ ନେଇ କିଛି ଦୁର୍ବୃତ୍ତ ପୋଲିଂ ଏଜେଣ୍ଟଙ୍କୁ ଆକ୍ରମଣ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି ।
Your email address will not be published. Required fields are marked *
Comment *
Name *
Email *
Website