ଓଭର ବ୍ରିଜରୁ ତଳକୁ ଖସି ପଡିଲେ ଯୁବକ

ଭୁବନେଶ୍ୱର : ଜୟଦେବବିହାର ଓଭର ବ୍ରିଜରୁ ଉପରୁ ତଳକୁ ଖସି ପଡିଲେ ଯୁବକ । ଭାରସାମ୍ୟ ହରାଇ ଯୁବକ ଜଣକ ତଳକୁ ଖସିପଡିଥିବା ଜଣାପଡିଛି । ଓଭର ବ୍ରିଜ ଉପରେ ବାଇକ ଥିବାବେଳେ, ତଳକୁ ଖସି ପଡିଛନ୍ତି ଯୁବକ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କର ପରିଚୟ ମିଳିନି । ନୟାପଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *