ନବଜାତକର ମୃତଦେହ ଉଦ୍ଧାର

ଭୁବନେଶ୍ୱର :  ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ଏକ ନବଜାତକର ମୃତଦେହ ଉଦ୍ଧାର ହୋଇଛି । ମଞ୍ଚେଶ୍ୱର ସନସାଇନ୍ ହସ୍ପିଟାଲ ନିକଟ ଗଳିରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କିଏ ଓ କାହିଁକି ଶିଶୁର ମୃତଦେହ ଏଠାରେ ଆଣି ପକାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *