ସାମ୍ବାଦିକଙ୍କୁ କାଢୁଆ ବ୍ୟାଙ୍କ ପରିଚାଳକଙ୍କ ଦୁର୍ବ୍ୟବହାର : ସତପଚାରିଲେ ଚିହିଙ୍କୁ ଛନ୍ତି

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ଅଞ୍ଚଳଗୁମା ଏସବିଆଇ ବ୍ୟାଙ୍କ ମେନଜରଙ୍କ କାଢୁଆ ଗିରି । ବ୍ୟାଙ୍କ ଭିତରେ ଗ୍ରାହକଙ୍କୁ ଦୁରବ୍ୟବହାର ଅଭିଯୋଗ । ଏସମ୍ପର୍କରେ ପଚାରିବାରୁ ସାମ୍ବାଦିକଙ୍କୁବି ଛାଡିଲେନି ଅଭଦ୍ର ଶାଖାପରିଚାଳକ । ଗତକାଲି କିଛି ବୟସ୍କା ମହିଳାମାନେ ଭତ୍ତା ନେବାକୁ ନାନା ଅଶୁବିଧା ହେଉଥିବାର ଦେଖିବାକୁ ପାଈଥିଲୁ । କିଛି ବୟସ୍କିୟଙ୍କୁ ଆମେ ଭେଟି ତାଙ୍କର ପ୍ରତିକ୍ରିଆ ବି ନେଲୁ । ପରେ ବିଏମଙ୍କ ପାଖକୁ ଯାଇ ଆମେ କିଛି ପଚାରିବାକୁ ଚେଷ୍ଠା କରିଥିଲୁ । ହେଲେ ବ୍ୟାଙ୍କର ଶାଖାପରିଚାଳକ ଓ କେଶିୟରଙ୍କ ଅଭଦ୍ରାମି ଆରମ୍ଭ ହୋଇ ଶାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହିତ ଗାଳି ଗୁଲଯ କରିବା ସହ କେଶିୟର ଆଶି କଲର ଧରି ବିଏମ ଓ କେସିୟର ଧକାମାରି ବ୍ୟାଙ୍କରୁ ବାହାର କରିଥିଲେ ଓ ମୋବାଇଲକୁ ମଧ୍ୟ ଛଡ଼ାଇ ନେଇଥିଲେ । ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ବିଏମ୍ ଓ କେଶିଏର୍ ନିଜ ପାଖରେ ରଖିଥିଲେ । ଏହା ଭିତରେ ମୋବାଇଲରୁ ଶମସ୍ତ ତଥ୍ୟ ବି ନଷ୍ଟ କରି ଦେଇଥିଲେ । ତେବେ ଏ ଶାଖାପରିଚାଳକ ଶିଖିତ ନା ଅଶିଖିତ ୟାଙ୍କୁ ପାଠ ପଢାଇଥିବା ଶିଖ୍ୟକ ଓ ବାପା ମା ଏଇ ଶିଖ୍ୟା ଦେଇଛନ୍ତିକି ? ତେବେ ଏ ଅଭଦ୍ର ଶାଖାପରିଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ହେଉଛି ତାହା ଦେଖିବାକୁ ବାକି ରହିଲା I

 

 

Leave a Reply

Your email address will not be published. Required fields are marked *