6 ଘଣ୍ଟିଆ ବନ୍ଦ କରାଯିବା ନେଇ ଆଜି ବିଜେପି କାଯ୍ୟାଳୟରେ ଏକ ସାମ୍ବାଦିକ ସମିଳନୀରେ କହିଛନ୍ତି

ଭଦ୍ରକ- ବହୁ ଚର୍ଚ୍ଚିତ ମମିତ ମେହେର ଙ୍କ ଅପହରଣ ପରେ ଅମାନୁଷିକ ଭାବେ ହତ୍ୟା କରା ଯିବା ପରେ ରାଜ୍ୟ ରେ ଦେଖା ଦେଇଛି ଅଶାନ୍ତି ।ବିରୋଧ କଂଗ୍ରେସ ଓ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ଅନ୍ଦୋଲୋନ ମଧ୍ୟ କରାଯାଇଛି ।ନିରୀହ ମମିତା ମେହେର ଙ୍କୁ ଜେମେତି ଭାବର ହତ୍ୟା କରାଗଲା ଓ ରାଜ୍ୟ ସରକରଙ୍କ କେବିନେଟ ମନ୍ତ୍ରୀ ମଣ୍ଡଳର ଜଣେ ଟାଣୁଆ ନେତା ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ତାଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିବା ସହ ଗିରଫ କରିବା ପାଇଁ ଦାବି କରିବା ନେଇ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଆସନ୍ତା 30-10-21 ରିଖ ଦିନ ଭଦ୍ରକ କୁ 6 ଘଣ୍ଟିଆ ବନ୍ଦ କରାଯିବା ନେଇ ଆଜି ବିଜେପି କାଯ୍ୟାଳୟରେ ଏକ ସାମ୍ବାଦିକ ସମିଳନୀରେ କହିଛନ୍ତି ଜିଲ୍ଲା ସଭାପତି ହେମନ୍ତ ପଢ଼ି ଏହି ସମ୍ମିଳନୀରେ ସଂସଦୀୟ ନେତା ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ବିଧାନ ସଭା ସ୍ତରୀୟ ନେତା ଶ୍ରୀ ପ୍ରତାପ ନାୟକ ପୂର୍ବତନ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ ଙ୍କ ସମେତ ଅନେକ ନେତ୍ରୁ ମଣ୍ଡଳ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଲେ।

Leave a Reply

Your email address will not be published. Required fields are marked *