ତିନିମାସ ହେବ ଇନ୍ତାଲିଗୁଡା ଗାଁର ପ୍ରାୟ ୩୦ ରୁ ୪୦ ଜଣ ହିତାଧିକାରୀ ଭତ୍ତା ପାଇନଥିବା ଅଭିଯୋଗ
କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଇନ୍ତାଲିଗୁଡା ଗ୍ରାମବାସୀ ତିନିମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି…
ବର୍ଷେ ହେଲା ପାଇପ ପାଣି ଯୋଗାଣ ବନ୍ଦ ରହିଥିବା ଅଭିଯୋଗ
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ବଡ଼ଧନୁର୍ଜୟପୁର ଗ୍ରାମରେ ବର୍ଷେ ହେଲା ପାଇପ ପାଣି ଯୋଗାଣ ବନ୍ଦ ରହିଥିବା…
କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ; ଏନଏସି କର୍ତ୍ତୃପକ୍ଷ ନିରବଦ୍ରଷ୍ଟା
ଆଠଗଡ : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଲୋକେ ମୁନ୍ଦେ ଥଣ୍ଡା ପାଣି ପିଇବା ପାଇଁ ବିକଳ ହେଉଥିବା ବେଳେ ଆଠଗଡ ସହରର…
୮ଟି ସନ୍ତାନ ଥାଇ ମଧ୍ୟ ଅସହାୟ ବୁଢ଼ା ବାପ, ଶେଷରେ ମନ୍ଦିରରେ ଆଶ୍ରୟ ନେଲେ
ନର୍ଲା : କୋଳକୁ ସନ୍ତାନଟିଏ ପାଇଁ ବାପ-ମାଆ ବାର ବ୍ରତ ତେର ଓଷା କରନ୍ତି । ସନ୍ତାନଟିଏ କୋଳକୁ ଆସିଲେ ତାର…
୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି ।…
ବକେୟା ଟଙ୍କା ପାଇଁ ବିଦ୍ୟୁତ୍ କାଟିଲା ଟାଟା ; ହୁକରେ ଚାଲିଛି ପଞ୍ଚାୟତ ଅଫିସ
ଗୁଡଭେଲା : ବିଦ୍ୟୁତ ବିଲ୍ ବକେୟା ରହିଯିବାରୁ ସରକାରୀ କାର୍ଯ୍ୟାଳୟର ବିଦ୍ୟତ୍ ସଂଯୋଗକୁ କାଟ୍ କରିଛି ଟାଟା କମ୍ପାନୀ । ବିଦ୍ୟୁତ୍…
ସରିବାକୁ ବସିଲାଣି ରାସ୍ତାକାମ ; ହେଲେ ଲାଗି ନାହିଁ ସୂଚନା ଫଳକ
ଗୁଡଭେଲା : ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ଯେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଲଗାଯିବାର…
ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତଙ୍କ ସମେତ ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ରଥଯାତ୍ରା ପୂର୍ବରୁ କରୋନା ପ୍ରତିଷେଧକ ଟିକା
ପୁରୀ : ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରାୟ ୨୫…
ଅନ୍ଲାଇନ୍ ଟିକଟ ବୁକିଂ କରି ହଟହଟା ; ଟିକଟ ନ ପାଇ କ୍ରିକେଟ ପ୍ରେମୀଙ୍କ ଧାରଣା
କଟକ : ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯିବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ଲାଗି ୫୦୦୦ ଟିକଟ…
ତିନିଜଣ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡର ନାରାୟଣପୁର ଜିଲାରେ ଗୁରୁବାର ତିନିଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସୂଚନା ଅନୁଯାୟୀ ଜଟଲୁର…
