୧୯.୮୩ କୋଟିର ଋଷିକୁଲ୍ୟା ହାଇଲେବଲ୍ ସେତୁ ୫ ବର୍ଷ ହେଲା ସରୁନି, ଜମି ଅଧିଗ୍ରହଣ ବାଧକ
ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅଧୀନ ଚେରମାରିଆ-କେନ୍ଦୁପଦର ଗ୍ରାମକୁ ଋଷିକୁଲ୍ୟା ନଦୀ ଉପରେ ସଂଯୋଗ କରିବା ଓ ଯାତାୟାତ…
୨୫ ଯାଏ ପ୍ରବଳ ବର୍ଷା
ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ମୌସୁମୀ ସକ୍ରିୟ ହେବା…
ହଜି ଯାଇଛି ଜୟବିଜୟ ଦ୍ବାର ଚାବି ; କଟାଗଲା ଶ୍ରୀମନ୍ଦିର ତାଲା
ପୁରୀ : ହଜି ଯାଇଛି ଜୟବିଜୟ ଦ୍ବାର ଚାବି । ଏଥିଯୋଗୁଁ ମଙ୍ଗଳବାର କଟାଯାଇଛି ଶ୍ରୀମନ୍ଦିର ଜୟବିଜୟ ଦ୍ବାର ତାଲା ।…
ଆଜିର ରାଶିଫଳ
ମେଷ : କର୍ମଚଞ୍ଚଳ ରହିବେ । ଏକାନ୍ତରେ ମୌନ ରହି ଚତୁର୍ବେଦର ସାର ଓଁକାରରେ ଧ୍ୟାନମଗ୍ନ ହୋଇପାରନ୍ତି । ରାଜଯୋଗ ଥିବାରୁ…
ସାଇକେଲ ପଛରେ ପିଟିଲା ବାଇକ, ଅଳ୍ପକେ ବର୍ତ୍ତିଲେ ସାଇକେଲ ଆରୋହୀ
ବାଲିଆପାଳ : ବାଲିଆପାଳ ବସ୍ତା ମୁଖ୍ୟ ରାସ୍ତାର ଦାନ୍ତୁଣିଦା ଛକରେ ମଙ୍ଗଳବାର ଅପରାହ୍ନରେ ଏକ ଦୃତ ଗାମୀ ବାଇକ ସାଇକେଲ ଆରୋହୀକୁ ପଛ…
୫ଜି ସେବାରୁ ବଞ୍ଚିତ ସ୍ମାର୍ଟ ସିଟି, ପ୍ରଥମ ପର୍ଯ୍ୟାୟ ସେବାରେ ଓଡ଼ିଶାକୁ ଅଣଦେଖା
ଭୁବନେଶ୍ବର : ଦେଶର ପ୍ରାୟ ୨୫ଟି ସହରରେ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରରୁ ୫ଜି ମୋବାଇଲ୍ ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଟେଲିକମ୍…
ମିଳିଲାନି ଆମ୍ବୁଲାନ୍ସ, କାନ୍ଧେଇ କାନ୍ଧେଇ ଶବକୁ ଘରକୁ ବୋହିନେଲେ ପରିବାରଲୋକ
ଟାଙ୍ଗୀ : ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କୁ ଚିକିତ୍ସା ପୂର୍ବରୁ ଡାକ୍ତର ମୃତ ଘୋଷଣା କରିଥିଲେ ।…
ରାଶିଫଳ
ମେଷ : କାରବାରରେ ଅଚାନକ ଲାଭ ହେବାର ଯୋଗ ଅଛି । ବିଶେଷ କାର୍ଯ୍ୟ ନେଇ ଅଧିକାରୀଙ୍କ ସହ କଥାବାର୍ତ୍ତା କରିପାରନ୍ତି…
ଜଳେଶ୍ବରରୁ ଧରାପଡ଼ିଲେ ୧୦ ଆନ୍ତଃରାଜ୍ୟ ଡକାୟତ, ୧୫ ଲକ୍ଷ ଟଙ୍କା ଲୁଟିନେଇ ପଶ୍ଚିମବଙ୍ଗ ଖସି ପଳାଉଥିଲେ
ଜଳେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ଜଣେ ବିଲ୍ଡରଙ୍କ ପାଖରୁ ୧୫ ଲକ୍ଷ ଟଙ୍କା ଲୁଟିନେଇ ପଶ୍ଚିମବଙ୍ଗ ଖସି ପଳାଉଥିବାବେଳେ…
ମୋବାଇଲ ଟର୍ଚ୍ଚରେ ଚାଲିଛି ପିଲାଙ୍କ ବୋର୍ଡ ପରୀକ୍ଷା ଉତ୍ତର ଖାତା ଦେଖା
ନବରଙ୍ଗପୁର : ପିଲାଙ୍କ ପରୀକ୍ଷାର ଉତ୍ତର ଖାତା ଦେଖା ଚାଲିଛି ମୋବାଇଲ ଟର୍ଚ୍ଚ ଲାଇଟ୍ ରେ । ତାହା ବି କୌଣସି…
