ରାଜଧାନୀରେ ବଢ଼ୁଛି ନିଶା କାରବାର : ବିପୁଳ ପରିମାଣର ଗଞ୍ଜେଇ ଜବଦ

ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ବୁଧବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ।…

ହନିଟ୍ରାପରେ ସେନା କର୍ମଚାରୀ : ଏସଟିଏଫ ଦ୍ୱାରା ଗିରଫ

ହରିୟାଣା ଏସଟିଏଫ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ (ଏମଏସ) ର ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ମହେଶ କୁମାର ନାମକ ଏହି କର୍ମଚାରୀ…

୬୯୯ ଅଚଳ ଆଇନ ବନ୍ଦ ହେବ : ‘ଓଡ଼ିଶା ରିପିଲିଂ ବିଲ୍‍-୨୦୨୦’

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୪୬ବର୍ଷ ହେଲା ଶତାଧିକ ପୁରୁଣା କାଳିଆ ଆଇନ କେବଳ କାଗଜପତ୍ରରେ ଚାଲୁ ରହିଛି। ଯାହାକି କାଳକ୍ରମେ ସାଂପ୍ରତିକ…

ଡ୍ରଗ୍ସ ମାମଲା:  ଚର୍ଚ୍ଚାରେ କରଣ ଜୋହରଙ୍କ ୨୦୧୯ ପାର୍ଟି

ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏକ ଭିନ୍ନ ମୋଡ଼ ନେଇ ଏବେ ଡ୍ରଗ୍ସ ସହ ଯୋଡ଼ି…

ପୁଣି ଜେଏନ୍‌ୟୁ : ଦିଲ୍ଲୀ ହିଂସା ପଛରେ ହାତ ଥିବା ଜେଏନ୍‌ୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ୍ ଗିରଫ

  ଗତ ଫେବୃଆରୀ ମାସରେ ହୋଇଥିବା ଦିଲ୍ଲୀ ହିଂସା ଘଟଣାରେ ଗିରଫ ହେଲେ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଗିରଫ…

ଡାକି ଆଣିଲେ – ସମ୍ଭାଳି ପାରିଲେ ନାହିଁ ନବୀନ

  ସୁରତରୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବଡଧରଣର ବାହୁଡା ପର୍ବ ଆରମ୍ଭ ହୋଇଛି ା ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଷ୍ଟେସନ ସମ୍ମୁଖରେ…

ସେଲିବ୍ରିିଟି ମୁଖାଭିତରେ ଚୋରା ନିଶା ବେପାରୀ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛରେ ରହିଥିବା ସନ୍ଦିଗ୍ଧ ନିଶା କାରବାର ମାମଲାରେ ନାର୍କୋଟିକ୍ସ କ​‌​‌ଣ୍ଟ୍ରୋଲ ବ୍ୟୁରୋ( ଏନ୍‌ସିବି) ନିଶା…

ଅଟୋ ଚାଳକ ଚୋର : ପୋଲିସ କେତେ ନେଇ ଆଜିପର୍ଯର୍୍ୟନ୍ତ ସୁଯୋଗ ଦେଇ ଚାଲିଥିଲା

  ମୟୂରଭଞ୍ଜ ଜିଲା, ବଡ଼ସାହି ପୁଲିସକୁ ଶନିବାର ବଡ଼ ସଫଳତା ମିଳିଛି। ସିରିଜ ବାଇକ ଚୋରି ମାମଲାର ତଦନ୍ତର ଅଗ୍ରଗତିରୁ ଏହି…

ସୁକାନ୍ତ ନିଜେ ଚାହ୍ଲୁଣି : ସେ କହୁଛନ୍ତି ଛୁଞ୍ଚିତ ଗାଣ୍ଡିକୁ ଅନା

ନୀଳଗିରି: କଥାରେ ଅଛି ଗୋଦଡିଲ ତୋ ଗୋଡକୁ ଅନା , ନୀଳଗିରି ବିଧାୟକ ସୁକାନ୍ତ ନାୟକ ନିଜର ଗୋଡ ଗୁଦୁଡା ହେବା…

ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ୍‌ ହେଲିକପ୍ଟର କିଣା ଦୁର୍ନୀତି : ପୂର୍ବତନ ସିଏଜିଙ୍କ ବିରୋଧରେ ମାମଲା ପାଇଁ  ସିବିଆଇ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଲା

  ଅଗୁସ୍ତା ୱେଷ୍ଟ୍‌ଲାଣ୍ଡ୍‌ ହେଲିକପ୍ଟର କିଣା ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ପୂର୍ବତନ ପ୍ରତିରକ୍ଷା ସଚିବ ଶଶୀକାନ୍ତ ଶର୍ମା, ବିମାନବାହିନୀର ପୂର୍ବତନ ଉପମୁଖ୍ୟ…