ଫେବ୍ରୁଆରିରୁ ଖୋଲିପାରେ ଶ୍ରୀମନ୍ଦିର !

ପୁରୀ : ଫେବ୍ରୁଆରିରୁ ଖୋଲିପାରେ ଶ୍ରୀମନ୍ଦିର । ଶ୍ରୀକ୍ଷେତ୍ର ସହ ପୁରୀ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା କମିବା ପରେ ଏଭଳି…

ପଥର ଚୋରା ଚାଲାଣ ଅଭିଯୋଗରେ ଗାଡି ମାଲିକ ଗିରଫ

ବେଗୁନିଆ : ପଥର ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଥର ମାଫିଆମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

ଟ୍ରକରୁ ଡିଜେଲ୍ ଚୋରି

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଏଚପି ପେଟ୍ରୋଲ ପମ୍ପ ନିକଟରୁ ଗତ ରାତିରେ…

ସରକାରୀ ଜାଗାରୁ ପ୍ରଚାର ବିଜ୍ଞାପନ ହଟାଇଲା ପ୍ରଶାସନ

ପାଟଣା : ପାଟଣା ବଜାର ଅଞ୍ଚଳରୁ ଆଜି ସ୍ଥାନୀୟ ପ୍ରଶାସନ ସରକାରୀ ଜାଗାମାନଙ୍କରେ ଲଗା ଯାଇଥିବା ପ୍ରଚାର ବିଜ୍ଞାପନ (ହୋଡିଂ) ହଟାଉଥିବା…

ଉନ୍ନତ ମାନର ରାସ୍ତା ନାହିଁ, ମୋବାଇଲ ସେବା ବି ଅପହଞ୍ଚ ; ୧୨ କିମି ବୋହାହେଲେ ରୋଗୀ

ମାଥିଲି : ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି ହଜାର ହଜାର କୋଟି…

କୋଭିଡ଼ ନିୟମ ଉଲ୍ଲଘଂନ କରି ନିର୍ବାଚନ ପ୍ରଚାର କରିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା

ଜଳେଶ୍ୱର : କୋଭିଡ଼ ନିୟମ ଉଲ୍ଲଘଂନ କରି ନିର୍ବାଚନ ପ୍ରଚାର କରିବା ବେଳେ ଉତ୍ତେଜନା । ପ୍ରଚାରକୁ ବିରୋଧ କରିବାରୁ ଗ୍ରାମରେ…

ମହିଳା ପୋଲିସ ଏସ୍ଆଇଙ୍କୁ ଘେରିଲେ ଗାଁ ଲୋକେ

କୋଣାର୍କ : ପୁରୀ ଗୋପ ଥାନାର ମହିଳା ପୋଲିସ ଏସ୍ଆଇ ପ୍ରିୟା ପ୍ରଧାନଙ୍କୁ ଘେରିଲେ ଗାଁ ଲୋକେ । ପୋଲିସ ଅଧିକାରୀଙ୍କୁ…

ଜାନୁଆରୀ ଶେଷରେ ଥରାଇବ ଶୀତ

ଭୁବନେଶ୍ୱର : କୋହଲା ଓ ମେଘୁଆ ପାଗ ମଙ୍ଗଳବାର ବି ରହିବ ଅନେକ ସ୍ଥାନରେ । ବିଶେଷ କରି ଦକ୍ଷିଣ ଉପକୂଳ…

ପଞ୍ଚାୟତ ନିର୍ବାଚନ ପରେ ଏପ୍ରିଲ ମାସରେ ପୌର ଭୋଟ

ଭୁବନେଶ୍ୱର : ଫେବ୍ରୁଆରି ୨୮ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସରିବ । ଏହା ପରେ ପରେ ରାଜ୍ୟରେ ପୌର ନିର୍ବାଚନ…

ରାତି ଅଧରେ ଏସଟିଏଫର ଚଢଉ, ଭଡା ଘରୁ ବିପୁଳ ପରିମାଣର ଟଙ୍କା ଓ ଅସ୍ତ୍ରଶସ୍ତ୍ର ଜବତ

ନୟାଗଡ : ରାତି ଅଧରେ ଏସଟିଏଫର ଚଢଉ । ବିପୁଳ ପରିମାଣର ଟଙ୍କା ଓ ଅସ୍ତ୍ରଶସ୍ତ୍ର ଜବତ । ସୋମବାର ବିଳମ୍ବିତ…