ନକଲି ମଶାବତୀ କାରଖାନା ଠାବ, ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ
ଜଗତସିଂହପୁର : ପାରାଦୀପ ସହର ତାରେଣୀଗଡ଼ାରେ ଏକ ନକଲି ମଶାବତୀ କାରଖାନା ଠାବ କରାଯାଇଛି । ପାରାଦୀପ ପୋଲିସ ଅଚାନକ ଚଢାଉ କରି…
କଣ୍ଟେନର ସହ ଆମ୍ବୁଲାନ୍ସ ଧକ୍କା; ୨ ମୃତ, ୪ ଆହତ
ସୋର : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆମ୍ବୁଲାନ୍ସ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ…
ଓଲଟିପଡିଲା ଅଙ୍ଗୁର ବୋଝେଇ ଟ୍ରକ୍
କରଞ୍ଜିଆ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନ୍ଦୁଝର ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ସିଙ୍ଗଡା ହାଇସ୍କୁଲ…
ଆକ୍ସନ ମୋଡରେ ବରଗଡ଼ ଜିଲ୍ଲାପାଳ
ପଦ୍ମପୁର : ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆକ୍ସନ ମୋଡରେ । କିଛି ଦିନ ପୂର୍ବେ ସେ ବିଭିନ୍ନ ଯୋଜନାର ତଦାରଖ ପାଇଁ…
ବସ୍ତିବାସିନ୍ଦଙ୍କ ଆପାର୍ଟମେଣ୍ଟ କଳେଙ୍କାରୀ, ସିଏମସିକୁ ଚାବି ତଥ୍ୟ ମାଗିଲା ପୁଲିସ
କଟକ : ଅନ୍ଦରପୁର ଆପାର୍ଟମେଣ୍ଟର ଚାବି ରାଜା କରଣ ନିକଟକୁ କେମିତି ଗଲା ଏବଂ କେଉଁ ବିଭାଗ ଦାୟିତ୍ବରେ ଏ କୋଠା…
ବେଧଡକ ଚାଲିଛି ବେଆଇନ ବାଲି ଚୋରି, ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ
ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କାଠପାଳ ଗାଁ ଦେଇ ପ୍ରବାହିତ ସୋନନଦୀ ଏବେ ବାଲି ମାଫିଆଙ୍କ କବଜାରେ ରହିଛି…
ଶାଳବଣ ପାଲଟିଛି ଠିକାସଂସ୍ଥାର ଡମ୍ପିଂୟାର୍ଡ, ଠିକାସଂସ୍ଥାର ପଥର ଗୁଣ୍ଡରେ ପୋତି ହୋଇଗଲାଣି ଶହଶହ ଶାଳଗଛ
ଚମକପୁର : ଶାଳବଣ ପାଲଟିଛି ଠିକାସଂସ୍ଥାର ଡମ୍ପିଂୟାର୍ଡ । ଠିକାସଂସ୍ଥାର ପଥର ଗୁଣ୍ଡରେ ପୋତି ହୋଇଗଲାଣି ଶହଶହ ଶାଳଗଛ । କେନ୍ଦୁଝର…
ଫାଇଲ ତଳେ ଗ୍ରିନ ପ୍ୟାସେଜ ଯୋଜନା, ୫ ବର୍ଷରେ ଜଣେ ବି ପିଲା ସାମିଲ ହେଲେନି !
ବାଲେଶ୍ୱର : ଅନାଥ କିମ୍ବା ବାପା, ମା’ ଛେଉଣ୍ଡ ପିଲାଙ୍କ ପାଇଁ ସରକାର ଗ୍ରିନ୍ ପ୍ୟାସେଜ୍ ଯୋଜନା କରିଛନ୍ତି । ଉଚ୍ଚଶିକ୍ଷା…
ବିକାଶ ନାହିଁ ତ ଭୋଟ ନାହିଁ, ଚେତାଵନୀ ଦେଲେ ଅଞ୍ଚଳବାସୀ
ବୌଦ୍ଧ : ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗୁଡିକରେ ଭୋଜି ଭାତର ମାହୋଲ ଜମିଥିବାବେଳେ ନେତାମାନେ ଘର ଘର ବୁଲି ଭୋଟ…
ପଞ୍ଚାୟତ ନିର୍ବାଚନରେ ୩ ଦିନ ବଦଳରେ ୨ ଦିନ କାର୍ଯ୍ୟକୁ ପାଟଣା ପ୍ରାଥମିକ ଶିକ୍ଷକ ସଙ୍ଘର ବିରୋଧ
ପାଟଣା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ନିମନ୍ତେ ତାଲିମ ପାଇଥିବା କର୍ମଚାରୀମାନଙ୍କୁ ବିଭାଗ ତରଫରୁ ନିଯୁକ୍ତି ପତ୍ର ଦିଆଯାଇଛି ।…
