କାକଟପୁର ଭୋଟ ଗଣତି କେନ୍ଦ୍ରରେ ଉତ୍ତେଜନା

କାକଟପୁର : କାକଟପୁର ଭୋଟ ଗଣତି କେନ୍ଦ୍ରରେ ଉତ୍ତେଜନା । ଷ୍ଟ୍ରଙ୍ଗରୁମ ପରିସରରେ ଧସେଇ ପଶିଲେ ଲୋକେ l ସକାଳୁ ଭୋଟ ଗଣତି ଆରମ୍ଭ ପୁର୍ବରୁ ପ୍ରତି ଦଳରୁ ସଭାପତିମାନଙ୍କୁ ଉପସ୍ଥିତ ପାଇଁ ଅନୁମତି ଥିବାବେଳେ, ପରେ କିଛି କର୍ମି ଗେଟ୍ ଭାଙ୍ଗି ଗଣତି ପରିସରରେ ଉତେଜନା ସୁଷ୍ଟି କରିଛନ୍ତି l ଏହାକୁ ନେଇ ଭୋଟ ଗଣତିରେ ବିଳମ୍ବ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *