କେନ୍ଦ୍ରାପଡା ଏସପି ଅଫିସିର ଏ ମହିଳା କନେଷ୍ଟବଳ ମୂଳରୁ ଅଭଦ୍ର ନା ଏବେ ଏବେ ଶିଖିକି ବାହାରିଲେ ?

କେନ୍ଦ୍ରାପଡା : କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଶହ ଶହ ଲୋକଙ୍କ ସମ୍ମୁଖରେ ସାମ୍ବାଦିକଙ୍କୁ ରିଜର୍ଭ କନେଷ୍ଟବଳ ପିନୁ ପଟ୍ଟନାୟକଙ୍କ ଆକ୍ରମଣ…