ରାଜ୍ୟ ବିଜେପିର ଆଗ ଧାଡିର ନେତ୍ରୀ ସୁଷମା ବିଶ୍ୱାଳ ବିଜେପିରେ ଦୀର୍ଘଦିନ ଧରି ବିଭିନ୍ନ ପଦ ପଦବୀରେ ରହି ଥିଲାବେଳେ ଗତ୨୦୧୪ରେ ନୀଳଗିରିରୁ ବିଜେପିର ବିଧ୍ୟାୟିକା ପାର୍ଥୀ ହୋଇ ୩୭୦୦୦ ରୁ ଉର୍ଦ୍ଧ ଭୋଟପାଇ ଦିତ୍ୱୀୟ ସ୍ଥାନ ଅଧିକାର କରିଥିଲେ । ତେବେ ନୀଳଗିରି ବିଜେପି ଦଳରେ ପ୍ରତାପ ଷଡଙ୍ଗୀଙ୍କ ପାଦୃୃଭାବ ଦୀନକୁ ଦୀନ ବଡିଚାଲିଥିବାରୁ ଏହାକୁ ବିରୋଧ କରି ସୁଶାମା ବିଶ୍ୱାଳ ଆଜି ବିଜେପି ଦଳରୁ ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି ।

aସୁଷମା ଇସ୍ତଫା ଦେବାପରେ । ଆସନ୍ତାକାଲି ବିଜେଡିରେ ମିଶିବାର ଯୋଜନାରହିଥିବାବେଳେ ସେ ନୀଳଗିରି ବିଜେଡିରୁ ପ୍ରର୍ଥୀହେବା ସ୍ଥିର ହୋଇସାରିଥିବା ଜଣାପଡିଛି । ଅନ୍ୟପଟେ ସୁକାନ୍ତ ନାୟକ ଯାହାଙ୍କ ବ୍ୟବହାରକୁ ଦୀର୍ଘଦିନ ନୀଳଗିରୀ ବାସୀ ଘୃଣା କରିଆସୁଛନ୍ତି ହଠାତ ସୁଷମାଙ୍କ ମିଶିବା ଶୁଣି ବିଜେଡି ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଯାହାକୁ ନେଇ ସୁକାନ୍ତ ବେଶ ଚିନ୍ତତଅଛନ୍ତି ଏବେ ତାଙ୍କର ପ୍ରେସର ବଢିଯାଇଥିବା ଯାଣିବାକୁ ମିଳିଛି ।
