ବିଜେଡିକୁ ସୁକାନ୍ତଙ୍କ ବାଏ ବାଏ : ସୋସିଆଲ ମିଡିଆରେ ଭାଇରାଲ

ସୋସିଆଲ ମିଡିଆ / ଭୁବନେଶ୍ବର  :  ସୋସିଆଲ ମିଡିଆରେ ଭାଇରାଲ ହୋଇଛି ନୀଳଗିରି ବିଧାୟକଙ୍କ ଇସ୍ତଫା ପତ୍ର। ବିଜେଡି ସୁପ୍ରିମ ପାଖକୁ ଇମେଲ ଜରିଆରେ ଇସ୍ତଫା ପତ୍ର ପଠାଇଥିବା ଏକ ବିଶେଷ ଶୁତ୍ରରୁ ଜଣା ପଡିଛି।

ଦଳ ତାଙ୍କୁ ଅଣଦେଖା ଓ ମାନସିକ ଯନ୍ତ୍ରଣା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଗତ ୨୦୧୪ ସାଧାରଣ ନିର୍ବାଚନରେ ନୀଳଗିରି ବିଧାନସଭା ଆସନରୁ ବିଜେଡିରୁ ବିଧାୟକ ପାର୍ଥି ହୋଇ ୧୩,୭୦୦ ଭୋଟରେ ବିଜୟୀ ହୋଇଥିଲେ ା ତେବେ ଯାହା ଜଣାପଡେ ସୁଷମା ବିଶ୍ବାଳ ବିଜେଡିର ମିଶିବା ପରେ ସେ ଅଶନ୍ତୋଷ ଥିଲେ ା

Leave a Reply

Your email address will not be published. Required fields are marked *