ସୋର ତହସିଲଦାର ୩ ବେଆଇନ ପଥରଗାଡି ଧରିଲେ, ୩ହଜାର ବୁଲୁଛନ୍ତି , ତହସିଲଦାରଙ୍କ ଫାଇନ୍ ମାଫିଆଙ୍କୁ ସୁହାଉଛି
ସୋରରେ ଅର୍ନ୍ତରାଜ୍ୟ ପଥର ମାଫିଆଙ୍କ ପ୍ରାର୍ଦୁଭାବ ଦିନକୁ ଦିନ ବଡିଚାଲିଥିବା ବେଳେ ଆଜି ସୋର ତହସିଲଦାର ବେଆଇନ ଭାବରେ ଚାଲାଣ ହେଉଥିବା ଦୁଇଟି ପଥର ବୋଝେଇ ଟ୍ରକ ସମେତ ଏକ ଚୋରା ବାଲି ବୋଝେଇ ଟ୍ରକକୁ ଜବତ କରିଛନ୍ତି ସୋର ତହସିଲଦାର ଦେବୀ ପ୍ରସାଦ ଦାସ । ଅନ୍ୟପକ୍ଷରେ ପ୍ରତିଦୀନ ସୋର ବାଗୁଡି ପାହାଡରୁ ହଜାର ହଜାର ପଥର ଟ୍ରିପ ବୋହି ରାତା ରାତି ମାଲା ମାଲ ହେବାର ଏକ ସୁବିଧା ବାଟ ଖୋଜିନେଇଛନ୍ତି । ହେଲେ ପ୍ରଶ୍ନ ଉଠିଛି ଏହି ଭଳି ପଥର ମାଫିଆ ମାନେ ଦୀର୍ଘ ଦିନ ଧରି ସୋର ଅଞ୍ଚଳରରେ ଶକ୍ରିୟ ଥିଲା ବେଳେ ସ୍ଥାନୀୟ ପ୍ରସାଶନ କାହିଁକି ଚୁପ ରହିଛିନ୍ତି ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଅଶନ୍ତୋସ ଦେଖାଦେଇଛି ା ତେବେ ଆଗାମି ଦିନରେ ସୋର ତହସିଲଦାର ଆଉ କେତେ ବେଆଇନ୍ ଟ୍ରକ ଧରୁଛନ୍ତି ତାହା ଦେଖିବା ବାକି ରହିଲା ା
