ବେ ଆଇନ ପଥର ବୁଝେଇ ଟ୍ରକ ନେଲା ରେଳ ପୋଲ ଉପରେ ପ୍ରଥମ ଜୀବନ

ସୋର : ଉତରେଶ୍ବର ରେଳ ଓଭରବ୍ରିଜ ଉପରେ ପ୍ରଥମ ଦୁର୍ଘଟଣା ଜଣେ ମୃତ। ଜଣେ ଅଜଣା ଯୁବକ ସାଇକେଲରେ ଯାଉଥିବା ବେଳେ OD22KB121 ନମ୍ବରର ଏକ ପଥର ବୋଝେଇ ଟ୍ରକ ଚଢି ଯାଇଛି। ମୁତ ଯୁବକର ପରିଚୟ ମିଳିନି। ସୋର ପୁଲିସ ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି। ଟ୍ରକକୁ ରାଇପୁର ରାସ୍ତାରେ ଛିଡା କରାଇ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ା

Leave a Reply

Your email address will not be published. Required fields are marked *