ସୋରରେ ଧୁମ ଧାମରେ ଇଦ୍-ଉଲ୍-ଫିତର ପାଳିତ

ସୋର :ସାରା ଦେଶରେ ଧୁମ ଧାମରେ ଇଦ୍ ଉଲ୍ ଫିତର ପାଳିତ ହେଉଥିଲେ ବେଳେ ସୋର ଡାକ୍ତରଖାନ ନିକଟର ଥିବା ଇଦଘା ପଡିଆରେ ମୁସଲମାନ ଭାଇମାନେ ସମୂହ ନମାଜ ପାଠ କରିବା ସହିତ ପରସ୍ପର ମଧ୍ୟରେ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଥିଲେ । ଏହା ସହିତ ଏହି ନମାଜ ପାଠରେ ବିଶ୍ବ ଶାନ୍ତି ଓ ମୈତ୍ରୀ ସନ୍ଦେଶ ଦେବା ସହିତ ଏକ ସନ୍ଦେଶ ପ୍ରେରଣ ଦାୟକ ହୋବ ବୋଲି ମୁସଲମାନ ଭାଇ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *