ସୋର : ସୋର ତଥା ଆଖ ପାଖରେ ଏବେ ଜମିମାଫି ଓ ମାଟି ମାଫିଆ ମାନେ ଭୁଜାଲିଙ୍କ ସଂଙ୍ଖ୍ୟା ଏବଂ ସେମାନଙ୍କ ପାଦ୍ରୁଭାବ ବଢିବାରେ ଲାଗିଛି ା ସୋରେ କିଛି ତେବେ ଏମାନେ ସରକାରୀ ଯାଗାକୁ ମଧ୍ୟ ବାଦ ଦେଉ ନାହାନ୍ତି ଏମିତିକି ସରକରୀ ଯାଗାରୁ ମାଟିଖୋଳି ନେଇ କିଛି ରିଫିୟୁଜି ମାନେ ନିଜ ବାପା ମାଙ୍କୁ ଛାଡି ଗ୍ରାମପଳାତକ ହୋଆସିଥିବା ଡକାୟତ ଶ୍ରେଣୀୟ ଲୋକଙ୍କୁ ବିକ୍ରି କରି ମାଲେ ମାଲ ହେଉଛନ୍ତି ା
ଯାହାର କାରଣ ସୋରୂପ ସରକାରୀ ଜମି କ୍ରମସ ହଜିଗଲାଣୀ ା ସୋରମୁନିସ୍ ପାଲିଟି ମଧ୍ୟରେ ଥିବା ସରକରୀ ଯାଗା ଆଉ ଦେଖୀବାକୁ ମିଳୁନି ା ଏଥିପାଇଁ ଖୋଦ ସ୍ଥାନୀୟ ତହସିଲ୍ ଦାର ଓ ଆର ଆଇ ମାନେ ଦାଇ ରହୁଛନ୍ତି ଏମାନେ ମୁଟାଅଙ୍କର ମାଲ ନେଇ ନିରବ ରହୁଥିବା ଜଣାଯାଇଛି ା ଏଭଳି ଏକ ଘଟଣା ସୋର ଉଲ୍ଲାସ ଖଡକପୁର ଛକ ନିକଟ ବର୍ତ୍ତୀ ସ୍ତାନରେ ଦେଖିବାକୁ ମିଳିଛି ତେବେ ସହ ସହ ମାଟି ସରକରୀ ଯାଗାରୁ ଖୋଳି ବିକିଦିଆଯାଇଥିଲା ବେଳେ ପ୍ରଶାସନ ନିରବବହୋଇ ବସିଛି ଯାହା ସିଧା ଅଧୀକରିଙ୍କ ଭିତିରି ବୁଝାମଣାକୁ ପଦାରେ ପକାଉଛି ା