ସୋର ପୁଲିସ ପାଖରେ ୪୮ ବନ୍ଧୁକ

ଆଗାମି ନିର୍ବାଚନକୁ ଆଖିଆଗକୁ ନେଇ ସୋରପୁଲିସ ବିଭିନ୍ନ ବନ୍ଧୁକ ଲାଇସେନ୍ସ ଧାରିଙ୍କପାଖରୁ ବନ୍ଧୁକ ଗୁଡିକୁ ଫେରାଇ ଆଣିଛି ା

ମିଳିଥିବା ସୁଚନା ମୂଳେ ସମୁଦାୟ ୪୮ଟି ବନ୍ଧୁ ଫେରସ୍ତ ହୋଇଛି ା ତେବେ ଏହି ବନ୍ଧୁକ ଗୁଡିକୁ ନିର୍ବାଚନପରେ ଲାଇସେନ୍ସ ଧାରିଙ୍କୁ ରେରାଇ ଦିଆଜିବ ବୋଲି ଜଣାପଡିଛି ା

Leave a Reply

Your email address will not be published. Required fields are marked *