ସୋର : ସୋର ଥାନା ବାଳଙ୍ଗ ଗ୍ରାମ ଓ ବାହାନଗା ବ୍ଲକ ପଣ୍ଡାଶୁଣି ପଂଚାୟତ ବାରିଙ୍ଗିଆ ଗ୍ରାମରେ ଚୋରା କରତକଳ ଉପରେ ବନ ବିଭାଗ ଦ୍ୱାରା ଚଡଉ ।
ଲଖାଧିକ ଟଙ୍କା ର କାଠ ଓ ଜତ୍ରାଂଶ ଜବଦ । ବାଲେଶ୍ୱର ଡିଏଫଓଙ୍କ ନିଦ୍ଦେର୍ଶ କ୍ରମେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଚଢାଉ କରି ଲଖ୍ଯାଧିକ ଟଙ୍କା ର କାଠ ଓ କାଠ କଟା ଯନ୍ତ୍ରକୁ ଜବତ କରିଛି।
