ଅଟୋଚାଳକଙ୍କ ଅଣଗୁରିଆମି ପାଇଁ ଦୁର୍ଘଟଣା

ସୋର : ସୋରବ୍ଲକ ମଙ୍ଗଳ ପୁର ନୂଆସାହିଠାରେ ଏକ ଅଟୋ ଓଲଟି ପଡିଥିବା ବେଳେ ଉକ୍ତ ଅଟୋରେ ଥିବା ୧୨ଜଣରୁ ୭ଜଣ ଆହାତ ହୋଇ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ା ତେବେ ଏଭଳି ଦୁର୍ଘଟଣା ପାଇଁ ଅଟୋ ଚାଳକଙ୍କୁ ଦାଇ କରିଛନ୍ତି ସ୍ଥାନୀୟ ଲୋକ ା ସେମାନଙ୍କ ଅଭିଯୋଗ ମୁଳେ ଅଟୋରେ ୪ଜଣ ଜିବାର ବ୍ୟବସ୍ତା ଥିବାବେଳେ ଚାଳକ ୧୨ଜଣ ଙ୍କୁ ବସାଇବାରୁ ଏମିତି ଦୁର୍ଘଟଣା ହେଲା ତେବେ ଏଭଳି ଅଟୋଚାଳକଙ୍କ ଉପରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ନିଆଜିବା ଜରୁରି ହୋଇପଡିଛି ା

Leave a Reply

Your email address will not be published. Required fields are marked *