ଟ୍ରେନରେ କଟି ଅଜଣା ଯୁବକଙ୍କ ମ୍ରୁତ୍ୟୁ

ସୋର: ଭୁବନେଶ୍ବରରୁ କଲିକତା ଅଭିମୁଖେ ଯାଉଥିବା ଧଉଳି ଏକ୍ସପ୍ରେସରେ କଟି ଅଜଣାଯୁବକଙ୍କ ମ୍ରୁତ୍ୟୁ ହୋଇଛି ା

ସ୍ଥାନୀୟ ଲୋକଙ୍କ କହିବା ମୂଳେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି କିନ୍ତୁ ଆତ୍ମହତ୍ୟାର କାରଣ ଜଣା ନାହିଁ ା

Leave a Reply

Your email address will not be published. Required fields are marked *