ଶଙ୍ଖ ଧରିଲେ ସନ୍ତୋଷ

ଭୁବନେଶ୍ବର : ନୀଳଗୀରି ବ୍ଲକର ସମାଜସେବକ ତଥା ଏକଦା ବିଜେପିର ଆଗଧାଡିର ନେତା ସନ୍ତୋଷ ଖଟୁଆ ଆଜି ନିଜର ୫୦୦୦ରୁ ଉର୍ଦ୍ଦ କର୍ମୀଙ୍କ ସମାଗମରେ ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ତଥା ଦଳର ସୁପ୍ରିମ ନବୀନ ପଟ୍ଟନାୟଙ୍କ ଏବଂ ବାଲେଶ୍ବର ସାଂସଦ ରବିନ୍ଦ୍ର ଜେନାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ବିଜେଡି ଦଳରେ ଯୋଗଦାନ କଲେ । ତେବେ ଦଳତାଙ୍କୁ ପ୍ରାର୍ଥୀ କରିବା ନିଶ୍ଚିତ ବୋଲି ମତ ରଖିଛନ୍ତି କର୍ମି ମାନେ ା

Leave a Reply

Your email address will not be published. Required fields are marked *