ଘଡଘଡି ନେଲା ଜୀବନ

ସିମୁଳିଆ: ଅଦିନିଆ ବର୍ଷା ସାଙ୍ଗକୁ ହୋଇଥିବା ଘଡି ଘଡିରେ ଆଜି ସିମୁଳିଆ ବ୍ଲକରେ ଜଣେ ମହିଳାଙ୍କର ମ୍ରୁତ୍ୟୁ ହୋଇଥିବା ଯାଣିବାକୁ ମିଳିଛି ା ମିଳିଥିବା ସୂଚନା ମୂଳେ ମୁର୍ତ୍ତଙ୍ଗା ଗ୍ରାମର ପୂର୍ଣ୍ଣ ଜେନା ଓ ତାଙ୍କ ସ୍ତ୍ରୀ ଝୁମା ଜେନା ଧାନ ବିଲକୁ ଯାଇଥିଲେ ା ସେଠାରେ ଝୁମାଙ୍କୁ ଘଡ ଘଡି ମାରିବାରୁ ସେ ସେଠେରେ ଅଚେତ ହୋଇଯାଇଥିଲେ ା ସ୍ଥାନୀୟ ଲୋକ ତାଙ୍କୁ ଭଦ୍ରକ ଡାକ୍ତର ଖାନାକୁ ନେଇଯାଇଥିବା ବେଳେ ସେଠାରେ ଡେକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଛନ୍ତି ା

Leave a Reply

Your email address will not be published. Required fields are marked *