ବିନାୟକପୁର ରାସ୍ତା ଶୋଚନୀୟ ପ୍ରତିବାଦରେ ଧାରଣା

ସିମୁଳିଆ : ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ର ମାର୍କୋଣ।-ବିନାୟକପୁର 12କିମି ରାସ୍ତା ଶୋଚନୀୟ ହୋଇପଡିଥିବାବେଳେ ଆଜି ସିମୁଳିଆ ର ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ସମେତ କୁନ୍ତଳା କୁମାରୀ ମହାବିଦ୍ୟାଳୟ ର ଛାତ୍ରୀ,ବିନୋରି ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରମାନେ,ମାର୍କୋଣା ବଣିକ ସଙ୍ଘ ଓ ସାଧାରଣ ଲୋକେ ଏହାର ପ୍ରତିବାଦରେ ଶତାଧିକ ଲୋକେ ଆର,ଡ଼ି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

executive officer balaswer ପ୍ରତାପ ମହାନ୍ତି ଧାରଣ। ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave a Reply

Your email address will not be published. Required fields are marked *