ସୋର : ରାଜ୍ୟପାଳ ହୁଅନ୍ତୁ କି ନେତା , ମନ୍ତ୍ରୀ ସମସ୍ତେ ଆମେ ନୀତି ନୀୟମ ସମ୍ବିଧାନକୁ ନେଇ ବଞ୍ଚୁଛେ ବଞ୍ଚିବା ମଧ୍ୟ ତେବେ ନୀତି ନିୟମର ପାଠ ପଢାଉଥିବା ବାବୁ ମାନେ ଜେତେବେଳେ ଆଇନ୍ କୁ ମାନିବେନୀ ନୀତି ନୀୟମକୁ ମାନିବେନି ସେତେବେଳେ କିଏ ଏହି ନିତି ନିୟମ ବା ଆଇନକୁ ସୁରକ୍ଷା ଦେବ। ବିଜେପି ନେତା ହୁଅନ୍ତୁ କି ରାଜ୍ୟପାଳ ଉଭୟ ବିଧିବ୍ୟବସ୍ତାର ରାସ୍ତାଦେଇ ପଦପଦବିର ଚୈକିରେ ବସିଥାନ୍ତି ସେମାନେ କେମିତି ନିତୀ ନିୟମ ପଦପଦବିକୁ ଭୁଲି ଯାଉଛନ୍ତି ?
ସୋର ଶରଶ୍ବତି ଶିଶୁ ମନ୍ଦିର ଅଏସ କରିବ ସେଥିପାଇଁ ଲୋକ କାହିଁକି ଖିଲ ନେବେ ? ଲୋକ କାହିଁକି ଭିଡର ସମ୍ମୁଖିନ ହେବେ ? ୧୦ରୁ ୧୨ଦିନ ବିତିଥିଲେବି କାହିଁକି ଗେଟ ଉପୁଡା ଯାଇନି ଏ ଦୋଶ କାହାର ଶିଶୁ ମନ୍ଦିର ନା ମ୍ୟୁନସିପାଲିଟିର ? ମ୍ୟୁନସିପାଲିଟି ଅଫିସର ଏ ଗେଟ ପାଇଁ ଉପୁଜୁଥିବା ଟ୍ରାଫିକ୍ ସମାସ୍ୟାକୁ କଣ ଦେଖି ପାରୁ ନାହାନ୍ତି ା କଉଠି ଶୋଇଛି ସୋର ପୋଲିସ କାଲିଜଦି ସେଇ ଗେଟ ପାଇଁ ଦୁର୍ଘଟଣା ହୁଏ କିଏ ଦାଇ ରହିବ ?
ପ୍ରଶ୍ନ ନମ୍ବର ୧ : ସୋର ବଜାର ଅନନ୍ତପୁରଛକ ଡାକ ବଙ୍ଗଳା ଆଗରେ ସୋର ଶରଶ୍ବତି ଶିଶୁ ମନ୍ଦିର ତରଫରୁ ଜେଉଁ ବିଶାଳ ଲାଇଟ୍ ଗେଟ ନିର୍ମାଣ କରାଗଲା ଏହାକେତେଦୁର ଠିକ୍ ଥିଲା ?
ନମ୍ବର ୨ : କିଏ ଏହି ଗେଟ ତିଆରି କରିବାକୁ ସ୍ବକ୍ରୁତି ଦେଇଛି ? ନାଁ ବିନା ସ୍ବକ୍ରୁତିରେ ଏହିଗେଟ ତିଆରି ହୋଇଛି ? ଜଦି ବିନା ସ୍ବୀକ୍ରୁତିରେ ଗେଟ ହୋଇଛି ଏବାବଦରେ ସରକାରୀ ବାବୁ ମାନେ ଯାଣି ସାରିବା ପରେ ଗେଟ କରିଥିବା ବ୍ୟକ୍ତିଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ? ମୁଖ୍ୟମନ୍ତ୍ରିଙ୍କ ଆଇନ ତା ବାଟରେ କାହିଁକି ଗଲାନି ?
ସବୁଠାରୁ ବଡ କଥା ଏହିଗେଟ ତିଆରି କରିଥିବା ଶରଶ୍ବତି ଶିଶୁମନ୍ଦିର ସ୍କୁଲର ପରିଚାଳକମାନେ ରାଜ୍ୟପାଳ ଗଣେଶି ଲାଲ ଓ ବିଜେପି ନେତା ଖାରବଳ ଶ୍ବାଇଁଙ୍କୁ ଅତିଥି କରି ଡାକିଥିବାରୁ ଏଭଳି ଏକ କାର୍ଯ୍ୟକରିବାକୁ ସାହସ କଲେକି ? ତେବେ ସରକାରୀ ରାସ୍ତା କାହା ପୈତ୍ରୁକ ସମ୍ପତି ନୁହଁ ଏହା ସାଧାରଣ ଲୋକଙ୍କ ପାଇଁ ଏହାକୁ ଜବର ଦଖଲ କରିବା ଏକ ଦଣ୍ଡନୀୟ ଅପରାଧ। ତେବେ ସୋର ଶିଶୁ ମନ୍ଦିରର ଏହିଅପରାଧ ପାଇଁ ଖାଲି ସେ ଜେ ଦାୟି କରିବା ଆବଶ୍ୟକ ସେକଥା ନୁହଁ ରାଜ୍ୟପାଳ ଓ ବିଜେପି ନେତା ମହୋଦୟ ଏକଥା ବୁଝିବା ଦରକାର ତାଙ୍କୁ ସାମ୍ନାରେ ରଖି କେହି ଲୋକ ବା ଅନୁଷ୍ଠାନ ବିଧି ବ୍ୟବସ୍ଥାକୁ ଗୋଡରେ ମାଡିଚକୁଟି ନଦେଉ। ତେବେ ସୋର ମ୍ୟୁନସିପାଲିଟି କାହିଁକି ଏତେ ବେପରୁଆ ହୋଇଯାଉଛି ? କାହିଁକି ଏଭଳି ମନଇଛା ଲାଇଟ୍ ଗେଟ ବାଉଁଶ ଗେଟ୍ ତିଆରି କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନି ଯାହା ବଡ ପ୍ରଶ୍ନବାଚି। ତେବେ ଶିଶୁ ମନ୍ଦିର ଦ୍ବାରା କରାଯାଇଥିବା ଏଇ ଲାଇଟ୍ ଗେଟ ବାବଦରେ ମୁନିସପାଲିଟି କାର୍ଯ୍ୟାନୁଷ୍ଠାନ ନେଉଛି ନାଁ ସରକାରୀ ଦଳର ନେତା ଓ ରାଜ୍ୟପାଳ ଅତିଥି ହୋଇଥିବାରୁ ନିରବ ରହୁଛି ତାହା ଦେଖିବା ବାକି ରହିଲା।
