ଜଳେଶ୍ବର : କିଛିମାସ ହେବ କଂଗ୍ରେସ ଛାଡି ବାର୍ଦ୍ଧକ୍ୟ ଅବସ୍ଥାରେ ବିଜେପି ପଦ୍ମ ପୋଖରୀରେ ବୁଡ଼ ମାରିବା ପରେ ଜୟନାରାୟଣ ମହାନ୍ତିଙ୍କୁ ଘାରିଛି ସାମ୍ବାଦିକଙ୍କ ଭୟ କାହିଁକି ଡରୁଛନ୍ତି ଗଣମାଧ୍ୟମର କଲମ ମୁନକୁ ଜୟନାରାୟଣ…?

କଥା ହେଉଛି ବେଳେ ବେଳେ କୋୖଣସି ଘଟଣା ଉପରେ ସତ୍ୟ ଓ ନିରପେକ୍ଷ କବର ପ୍ରକାଶ ପାଇଲେ କାହିଁକି ବିଗିଡ଼ି ଯାଆନ୍ତି ଏ ଛାମୁଆ ନେତା ଓ ମନ୍ତ୍ରୀ । ଠିକ ସେହା ହିଁ ଘଟିଛ ଜୟନାରାୟଣ ମହାନ୍ତିଙ୍କ କ୍ଷେତ୍ରରେ । କିଛିଦିନ ତଳେ ନିର୍ଦ୍ଧିଷ୍ଟ କେତେକ ଖବର କାଗଜରେ ଜୟନାରାୟଣଙ୍କ ସତ୍ୟ ଘଟଣା ଉପରେ କିଛି ଖବର ପ୍ରକାଶ ପାଇବାପରେ ସେହି ଗଣମାଧ୍ୟମର ସାମ୍ବାଦିକଙ୍କୁ ଦେଖିଲେ ଭୟରେ ମୂର୍ଚ୍ଛା ହୋଇପଡୁଛନ୍ତି । ବେଳେ ବେଳେ ବହୁଚେଷ୍ଟା ଚଳାଇଛନ୍ତି ସେହି ଗଣମାଧ୍ୟମର କ୍ୟାମେରା ଓ କଲମକୁ ଆପଣାଇବା ପାଇଁ କିନ୍ତୁ ପାରୁନାହାନ୍ତି ପରନ୍ତୁ ସେହି ସାମ୍ବାଦିକଙ୍କୁ ଦେଖିଲେ ଘରୁ ବାହାରକୁ ବହରୁନାହାନ୍ତି
