ଜଳେଶ୍ବରରେ ପୁଣି ଲଜ୍ୟା ନବମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଅପହରଣ: ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ଜଳେଶ୍ବର : ପୁଣି ଲଜ୍ୟା ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଗତ ରବିବାର ଦିନ ୧୧ ଟା ସମୟରେ ଅପହରଣ କରିନିଆଯାଇଛି ା

ଛାତ୍ରୀ ଜଣକ ନିଜ ମା କୁ ଡାକିବା ପାଇଁ ଗାଁ ପାଖ ପାଳଜମିକୁ ଯାଇଥିବା ସମୟରେ ରାସ୍ତାରୁ ବସ୍ତା ଥାନା ଅନ୍ତର୍ଗତ କଦଳୀ ହେଣ୍ଡା ଗ୍ରାମର ରବୀନ୍ଦ୍ର ଜେନା (ରବି)ଙ୍କ ପୁଅ ତାପସ ଅରଫ (ରାନା) ଅପହରଣ କରିଥିବାନେଇ ଜଳେଶ୍ବର ଥାନାରେ ନାବାଳିକା ପରିବାର ପକ୍ଷରୁ ଲିଖିତ ଅଭିଯୋଗହୋଇଛି ା ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ା

Leave a Reply

Your email address will not be published. Required fields are marked *