ସୋର ; ମିକ୍ସର ମେଶିନରେ ପଡି ଶ୍ରମିକଙ୍କ ମୃତ୍ୟୁ

ସୋର : ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନା କାର୍ଯ୍ଯ ବେଳେ ଶ୍ରମିକଙ୍କର ମୁତ୍ଯୁ ହୋଇଛି । ମିକ୍ସର ମେସିନରେ ତେଲ ଭରିବା ସମୟରେ  ଏହି  ଦୁଘଟଣା ଘଟିଛି  । ସୋର_ସାଣ୍ଟପଡା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡ଼କ ଯୋଜନା କାର୍ଯ୍ଯ ଚାଲିିଥିବା ବେଳେ ରାସ୍ତା କାଯ୍ୟ ରେ ଶ୍ରମିକ ଭାବେ ନିୟୋଜିତ ଅନନ୍ତପୁର ପଞ୍ଚାୟତର ବାଲିକତିରଣ ଗ୍ରାମର ଶଶିକାନ୍ତ ସାହୁ ମିକ୍ସର ମେସିନରେ ତେଲ ଭରିବା ବେଳେ ମେସିନ ତଳକୁ ଖସି ଗୁରୁତର ହୋଇ ପଡିଥିଲା। ତାକୁ ସୋର ଡାକ୍ତରଖାନା କୁ ଆଣିବା ପରେ ଡାକ୍ତର ମୁତ୍ଯୁ ଘୋଷଣା କରିଥିଲେ । ପରିବାର ଲୋକେ ଶଶିକାନ୍ତକୁ ପ୍ରୟଜିତ ଭାବରେ ହତ୍ୟା କରାଯାଇଥିବାର ସୋର ଥାନାରେ ଅଭିଯୋଗ କରିଛନ୍ତ ।

Leave a Reply

Your email address will not be published. Required fields are marked *