କେନ୍ଦ୍ରାପଡା ଏସପି ଅଫିସିର ଏ ମହିଳା କନେଷ୍ଟବଳ ମୂଳରୁ ଅଭଦ୍ର ନା ଏବେ ଏବେ ଶିଖିକି ବାହାରିଲେ ?

କେନ୍ଦ୍ରାପଡା : କେନ୍ଦ୍ରାପଡା ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଶହ ଶହ ଲୋକଙ୍କ ସମ୍ମୁଖରେ ସାମ୍ବାଦିକଙ୍କୁ ରିଜର୍ଭ କନେଷ୍ଟବଳ ପିନୁ ପଟ୍ଟନାୟକଙ୍କ ଆକ୍ରମଣ ା ସହଯୋଗି ସାଜି ସାମ୍ବାଦିକଙ୍କୁ ଧରିଥିଲେ ବରିଷ୍ଟ ଅଧିକାରୀ ା ମାରିସାରିବା ପରେ ଥାଉ ଥାଉ କହି ଛଡାଇଲେ ା ୟାକୁ କୁହାଯାଏ ମଧ୍ୟଯୁଗିଅ ବରବରତା ା ଆଇନର ରଖ୍ୟକ ଖୁଲମ ଖୁଲା ଆଇନର ଧଜ୍ଜିଆ ଉଡାଇ ଦିନ ଦିପ୍ରହରେ କ୍ୟାମେରା ସାମ୍ନାରେ ଆଇନକୁ ଧର୍ଷଣ କଲା ା ଖାଲି ଦେଖିବାକୁ ବାକିରହିଲା କଣ କରୁଛନ୍ତି କେନ୍ଦ୍ରାପଡା ଏସପି ମହୋଦୟ ା କନେଷ୍ଟ ବଳ ମାଡାମଙ୍କର ଏଇ ଭିଡିଓ ଦାଖିବା ପରେ ତାଙ୍କୁ ବେଇମାନ ବୋଲି କୁହାଜିବନି କାହିଁକି ? କାରଣ ଯାହା ପାଇଁ ଚାକିରିକରିଛ ତାକେଇ ମାରୁଛ ା କେନ୍ଦ୍ରା ପଡା ପୋଲିସ ଲୋକଙ୍କ ପାଇଁ ନା ନିଜପାଇଁ ା କାହା ବଳରେ ବଳିୟାନ ଏ ମହିଳା କନେଷ୍ଟବଳ ? କେନ୍ଦ୍ରାପଡାର ଜଣେ ୱେବ ମିଡିଆର ସାମ୍ବାଦିକଙ୍କୁ ମହିଳା ରିଜର୍ଭ ପୋଲିସ କନେଷ୍ଟବଳ ପିନୁ ପଟ୍ଟନାୟକଙ୍କ ମାଡ। ମୁହଁରେ ମାସ୍କ ନଥିବା ଦେଖି ସାମ୍ବାଦିକ ଜଣକ ଫଟୋ ଉଠାଉଥିବା ବେଳେ ମାଡ଼ମ ରାଗି ଶହ ଶହ ଲୋକଙ୍କ ଆଗରେ ଅସଭ୍ୟ ଭାଷାରେ ଗାଳି କରିବା ସହ ସର୍ବସାଧାରଣରେ ଚାପୁଡ଼ା ପରେ ଚାପୁଡ଼ା ମାରିଲେ ା ତେବେ ଏଠି ପ୍ରଶ୍ନ ଉଠୁଛି ଇଏ ମହିଳା କନେଷ୍ଟ ବଳଙ୍କୁ ମାରିବାକୁ ଅଧୀକାର ଦେଲା କିଏ ? ଇଏ ତାଙ୍କ ଘରେ କଣ ଏମିତି ହୁଅନ୍ତି ? ଏତେ କୁସଂସ୍କାରି କେମିତି ହେଲେ ? ଶିଖ୍ୟା ଦିଖ୍ୟା କଣ ମାଡାମଙ୍କ ପାଖରେ ଏତେ ଅଭାବ ? ଏସପି କେନ୍ଦ୍ରା ପଡା ନିଜ ପାଖରେ ନିଜ ଅଫିସରେ ଏମିତି ଉଶ୍ରୁଙ୍ଖଳ ମହିଳା କନେଷ୍ଟବଳକୁ ରଖିଛନ୍ତି କେମିତି ? ତେବେ ଏସପିଙ୍କ ସହ କଣ ଏମିତି ଅଭଦ୍ରାମି କରନ୍ତିକି କନେଷ୍ଟ ବଳ ଜଣକ ! ନା କେବଳ ସାମ୍ବାଦିକଙ୍କୁ ଦେଖିଲେ ରକ୍ତଗରମ ହୁଏ ? ତେବେ ଏନେଇ ସବୁଶ୍ରେଣୀର ସାମ୍ବାଦିକ ବିରୋଧ କରିବା ଦରକାର ନହେଲେ ସମସ୍ତେ ଏମିତି ଖାଇପାର ା

Leave a Reply

Your email address will not be published. Required fields are marked *