ନା ବାଳିକାଙ୍କୁ ଗଣ ଦୁସ୍କର୍ମ

ଜଳେଶ୍ବର: ଜଳେଶ୍ବର ଅର୍ନ୍ତଗତ ରାଇବଣିଆ ଥାନା କଣ୍ଟାବାଣୀ ଜଙ୍ଗଲରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଏବଂ ଏହାର ଗୋଟିଏ ବର୍ଷପରେ ଅଭିଯୁକ୍ତ ଏବଂ ତାର ୪ଜଣ ସାଥି ଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିବା ରାଇବଣିଆ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀଙ୍କ ମା।

ଯୁବତୀ ଜଣକ ଗତ ୨୦.୧୦.୨୦୧୮ ରିଖରେ ସାଇକେଲରେ ଚୁଡାମଣୀ ଛକକୁ ଯାଉଥିବା ବେଳେ ଅଭିଯୁକ୍ତ ସୁବାଷ ମୁର୍ମୁ ପିତା- ଭରତ ମୁର୍ମୁ ଓ ସାଥି ଦିଲ୍ଲୀପ ବାସ୍କେ ଉଭୟଙ୍କ ଘର ଜାମ୍ବୁରାପାଳ, ପଶ୍ଚିମ ମେଦିନପୁର ଅଞ୍ଚଳର । ଉଭୟ ଦୁଇଜଣ ମିଶି ଯୁବତୀ ଜଣଙ୍କୁ ପଶ୍ଚିମ ବଙ୍ଗଳା ସ୍ଥିତ କଣ୍ଟାବାଣୀ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିବା ସହିତ ଅନ୍ୟ ୩ଜଣ ସାଥିଙ୍କ ସହିତ ଏହିସମୟରେ ଭିଡିଓ ରେକଡିଙ୍ଗ କରିଥିଲେ । ଏବଂ ଏବିଷୟରେ କାହାକି କହିଲେ ତା ସହିତ ତାର ପରିବାରକୁ ମାରିଦେବ ବୋଲି କହିଥିଲା । ଭୟରେ ଯୁବତୀ ଡରରେ ଘରେ କିଛି କହିନଥିଲା । ମାତ୍ର ଫେବ୍ରୁଆରି ୨୦୧୯ରେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଛାଡିଥିବା ଯୁବତୀଙ୍କ ମା ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ତଦନ୍ତ କରୁଥିବା ଯାଣିବାକୁ ମିଳିଛି ା

Leave a Reply

Your email address will not be published. Required fields are marked *