ପତ୍ନି କଲେ ଅଭିଯୋଗ ବିଜେପି ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକି ମୋ ସ୍ବାମି ମୋତେ ନିର୍ଜାତନା ଦେଉଥିଲେ

ସୋର : ସୋର ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକିଙ୍କ ନାମରେ ସୋର ଥାନାରେ ଅଭିଯୋଗ କଲେ ତାଙ୍କ ଧର୍ମପତ୍ନି ତଥା କେଶରି ପୁର ସରପଞ୍ଚ ଶରିତା ମଲ୍ଲିକ ା ଅଭିଯୋଗ ପାଇ ସୋର ପୋଲିସ ୨୬୮ / ୨୧ ମୁଳେ ଏକ ମାମଲା ରୁଜୁ କରିଥିବା ବେଳେ , ୩୦୭ , ୪୯୮ , ୫୦୬ ଭଳି ସଙ୍ଗିନ ଦଫା ଲଗାଇଛି ା ତେବେ ଦେଖିବାକୁ ବାକି ରହିଲା ପୋଲିସ କେବେ ରାକେଶଙ୍କୁ ଗିରଫ କରୁଛି ? ଅଭିଯୋଗ ମୂଳେ ରାକେଶ ତାଙ୍କ ଧର୍ମପତ୍ନିକୁ ଦିର୍ଘଦିନ ଧରି ମାନଶିକ ସାରିରିକ ନିର୍ଜାତନା ଦେଇଆସୁଥିବା କଥା ସାମ୍ନାକୁ ଆସିବା ପରେ ସାଧାରଣରେ ଏହାକୁ ବହୁମାତ୍ରାରେ ନିନ୍ଦା କରାଯାଇଥିବା ଜଣା ପଡିଛି ା ରାକେଶ ସୋରରୁ ବିଜେପିର ବିଧାୟକ ପ୍ରାର୍ଥୀ ହୋଇ ମାତ୍ର ୫ହଜାର ଭୋଟରେ ପରାସ୍ତ ହୋଇଥିଲେ ା ତେବେ ଜଦି ରାକେଶ ଗିରଫ ହୁଅନ୍ତି ତାହାଲେ ଏହା ତାଙ୍କ ରାଜନୈତିକ କ୍ୟାରିଅରକୁ ନଷ୍ଟ ଭ୍ରଷ୍ଟ କରିଦେବ ା ଏମିତି ବି ରାକେଶ ଏବେ ବିଜେପିରେ ଭଲ ଅବସ୍ତାରେ ନଥିବା ବେଳେ ଆଗାମି ଦିନରେ ତାଙ୍କର ରାଜନୈତିକ ମ୍ରୁତ୍ୟୁହେବା ଜଳ ଜଳ ହୋଇ ଦିଶୁଛି ା

Leave a Reply

Your email address will not be published. Required fields are marked *