ଅଳ୍ପକେ ବଞ୍ଚିଲେ ସୋର ତହସିଲଦାର , କହିଲେ ଭାଗ୍ୟଭଲଥିଲା

ସୋର : ମରୁ ମରୁ ବଞ୍ଚିଲେ ତହସିଲଦାର ା ଶୁଣାଯାଉଛି ପଥର ମାପିଆଙ୍କ ଟାର୍ଗେଟରେ ଥିଲେ ତହସିଲଦାର ା ସାମ୍ନାପଟୁ ଧକାଦେଇଥିଲା ପଥର ବୋଝେଇ ଗାଡି ା ତହସିଲଦାର କହିଲେ ଭାଗ୍ୟଭଲ ଥିଲା ଏବେବି ଭୟ ଲାଗୁଛି ା

ସୋରତହସିଲଦାରଙ୍କ ଗାଡିଙ୍କୁ ପଟିଲା ପଥର ବୋଝେଇ ଟ୍ରକ | ସୋର ତହସିଲାଦାର ଦେବି ପ୍ରସାଦ ଦାସ ଆଜି ଗୋଟିଏ ପଥର ସୋର କଲେଜ ଛକ ନିକଟ ଜଗନ୍ନାଥ ଢାବା ନିକଟରେ ବୋଝେଇ ଟ୍ରକର ପିଛା କରୁଥିବା ସମୟରେ ତହସିଲଦାରଙ୍କ ଗାଡି ପଥର ବୋଝେଇ ଟ୍ରକ୍ ସାମ୍ନାରୁ ଆସି ଅଟକାଇବା ପାଇଁ ଚେଷ୍ଟା କରିଥିଲା ବେଳେ ପଥର ବୋଝେଇ ଟ୍ରକଟି ନ ଅଟକି ସାମ୍ନା ସାମ୍ନୀ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇ ପଥର ବୋଝେଇ ଗାଡିଟି ରାସ୍ତାର ବାମ ପାର୍ଶକୁ ଓଲଟି ପଡିଥିଲା । ମାତ୍ର ଅଳ୍ପକେ ବର୍ତ୍ତୀ ଯାଇଥିଲେ ସୋର ତହସିଲଦାର । କିଛି ଦୀନ ପୁର୍ବରୁ କିଛି ବେଆଇନ ଭାବରେ ସୋର ବାଗୁଡି ଖାଦାନରୁ ପଥର ଚାଲାଣ କରୁଥିବାରୁ ଗାଡି ଉପରେ ଫାଇନ କରିଥିଲେ । ଯେଉଁ କାରଣରୁ ଆଜି ଅକ୍ରୋଶ ମୁଳକ ଭାବରେ ଏମିତି କରାଯାଇଥିବା ସଂନ୍ଧେହ କରାଯାଇଛି । ଦୀର୍ଘ ଦିନ ଧରି ବାଗୁଡି ପଥର ଖାଦରୁ ବେଆଇନ ଭାବେ ପଥର ପରିବହନ ଓ ପଥର ଉତ୍ତଳନ ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରସାଶନ ନିଦା ବିର୍ଣ୍ଣୁ ସାଜିବା ଆଜି ଖୋଦ ପ୍ରାଶାସନ ପାଇଁ କାଳ ସାଜିଛି ।

Leave a Reply

Your email address will not be published. Required fields are marked *