ବାଲେଶ୍ବର: ନୀଳଗିରିର ଲଛ୍ମଣ ନାମକ ଜନଇକ ସରକାରୀ ବାବୁଙ୍କ କଳାକାରନାମାର ଭିଡିଓ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଜଙ୍ଗଲି ବାବୁ ଲଛ୍ମଣ ରାବଣଠାରୁବି ବଡ ଅମଣିଷ ସାଜିଥିବା ଭିଡିଓରେ ଦେଖିବାକୁ ମିଳିଛି । ଯୁବତିଙ୍କୁ ଧମକାଇ ଦିର୍ଘଦିନ ଧରି କରୁଛନ୍ତି ଜୌନ ଶୋଷଣ , ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଡରୁଛନ୍ତି ମହିଳା କର୍ମଚାରୀ ଜଣକ। ଭିଡିଓରେ ଯୋର ଜବରଦସ୍ତ ମହିଳାଙ୍କୁ ଟଣା ଘୋଶରା କରି କୁଣ୍ଡାଇଧରି ଆପତ୍ତିଜନକ କାର୍ଯ୍ୟକରୁଛନ୍ତି ଏହି ସରକାରୀ ବାବୁ ଜଣକ। ତେବେ ଏହି ବିବାହିତ ସରକାରୀ ବାବୁଜଣକଙ୍କ ଆଗରୁ ଚରିତ୍ରଗତ ନୁଙ୍ଗୁରା ଥିବା ଶୁଣିବାକୁ ମିଳୁଥିଲା ବେଳେ ତାହାର ପ୍ରମାଣ ଏବେ ସାମ୍ନାକୁ ଆସିଛି। ଏ ଭାଡୁଆ ଅଧିକାରୀ ଜଣକ ଭାଡୁଆମିର ସମସ୍ତ ସିମାସରହଦକୁ ପାରକରି ଯେଉଁ ଲିଳା କରିଛନ୍ତି ତାହା ଚିନ୍ତାର ବାହାରେ। ମହିଳା ମାନଙ୍କୁ ଅଧିକାରୀ ମାନେ ଶୋଷଣ କରୁଥିବା ଅଭିଯୋଗର ସବୁଠାରୁ ତାଜାଚିତ୍ର ବୋଧେ ନିଳଗିରିର ଏଇ ସରକାରୀ ବାବୁଙ୍କର। ଉକ୍ତ ମହିଳାଙ୍କ ସହ ସେମିତି ଘୃର୍ଣ୍ଣ୍ଯ କାର୍ଯ୍ୟ କଲାବେଳେ ନିଜ ବିବେକକୁ କେମିତି ସ୍ତିର କରିଦେଲେ ଏହି ବେଲଜ୍ୟା ଅଭଦ୍ର କର୍ମଚାରୀ ଜଣକ। ସେ କଣ ଭାବିପାରିଲେନି ସେ ମୋର ଜଦି କେହି ଆତ୍ମିୟ ସ୍ରୃଜନ ହୋଇଥାନ୍ତା ଏଭଳି ଅଭଦ୍ର ନିର୍ଲଜ ବ୍ୟକ୍ତି ତୁରନ୍ତ ଗିରଫ ହେବା ଜରୁରି। ତେବେ ମହିଳା ଜଣକ ଏବେ ମାନସିକ ଚାପରେ ରହି ଚାକିରି ଛାଡିବା ଶୁଣିବାକୁ ମିଳୁଥିବା ବେଳେ ମହିଳାଙ୍କ ସହ ବଳପୂର୍ବକ କଳାକାରନାମାର କିଛି ଚିତ୍ର ଆମର ହସ୍ତଗତ ହୋଇଛି। ତେବେ ମହିଳା ଜଣକ ପୋଲିସ ପାଖରେ ଅଭିଯୋଗ କଲେ ଏଭଳି ଭାଡୁଆ ସରକାରୀ ଅଧିକାରୀଙ୍କ କଳାକାରନାମା ସାମ୍ନାକୁ ଆସିବା ସହ ଉକ୍ତ ବ୍ୟକ୍ତି ଜଣକ ଦଣ୍ଡିତ ହେବ। ଅନ୍ୟପଟେ ଏଭଳି ଘଟଣାରେ ପୁଲିସ ନିଜ ତରଫରୁ ମାମଲା ରୁଜୁକରି ମହିଳାଙ୍କୁ ସାହାଜ୍ୟ କରିପାରିବେ ବୋଲି ଆଇନଜିବି ମାନେ ମତ ରଖୁଛନ୍ତି ା ତେବେ ବର୍ତମାନ ସୁଧା ଯୁବତିଙ୍କ ତରଫରୁ କୈଣସି ଅଭିଯୋଗ ହୋଇନଥିବା ଜଣା ପଡିଛି ା
