କହ୍ନେୟା କୁମାର ଆଗାମୀ ଦଶକରେ ଭାରତୀୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେବେ: ଫୋର୍ବସ

ଆଦିଲ୍ଲୀ: ଅନ୍ତର୍ଜାତୀୟ  ପତ୍ରିକା ଫୋର୍ବସ କହ୍ନେୟା କୁମାରଙ୍କୁ ବିଶ୍ୱର ଟପ-୨୦ ନିର୍ଣ୍ଣାୟକ ଲୋକଙ୍କ ତାଲିକାରେ ସ୍ଥାନ ଦେଇଛି | କହ୍ନେୟାଙ୍କୁ ୧୨ତମ ସ୍ଥାନ ମିଳିଛି | ଫୋର୍ବସ ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କୁ ଆଗାମୀ ଦଶକର ନିର୍ଣ୍ଣାୟକ ଚେହେରା ଭାବେ ଅଭିହିତ କରିଛି | ଫୋର୍ବସ କହ୍ନେୟାଙ୍କୁ ଦେଶର ୫ଜଣଙ୍କ ମଧ୍ୟରେ ଜଣେ ବୋଲି ବିବେଚିତ କରିଛି |

ଏହି ଅବଶରରେ କିଛି ବୁଦ୍ଧିଜିବି ମତ ରଖି କହିଛନ୍ତି କହ୍ନେୟା ଛାତ୍ର ଆନ୍ଦୋଳନର ଆଉଜଣେ ଜନ୍ମଦାତା। ଯେତେବେଳେ ନିସ୍ପେଶିତ ଛାତ୍ର ସମାଜ ଛାତ୍ର ଆନ୍ଦୋଳନର ଇତିହାସକୁ ମନେପକାଉଥିଲା ସେତେବେଳେ କହ୍ନେୟା ଛାତ୍ର ଆନ୍ଦୋଳନର ପୋରଧା ସାଜିଲେ ଯାହା ଛାତ୍ର ଆନ୍ଦୋଳନକୁ ପୁଣି ଉଜ୍ଜିବିତ କଲା। ଆଜି କହ୍ନେୟା ସାରା ଦେଶର ଛାତ୍ର ଛାତ୍ରି ମାନଙ୍କ ପାଇଁ ଆଇକନ ସାଜିଥିବା ବେଳେ କିଛି ଅଣଗୁରିଆ କହ୍ନେୟାଙ୍କୁ ବଦନାମ କରିବାକୁ ଚେଷ୍ଟା କରିବା ଏକ ହିନପ୍ରୟାସ। ଆଉ କିଛି ବ୍ୟକ୍ତିଙ୍କ ଦାବିରେ କହ୍ନେୟା ଆଗାମି ଦିନରେ ଭାରତବବର୍ଷର ପ୍ରଧାନ ମନ୍ତ୍ରୀ ହେବାର ବହୁ ସମ୍ଭାବନା ରହିଛି , ଯଦି ଏହା ହୁଏ ତାହାଲେ ଭାରତ ଜଣେ ବିଜ୍ଞ ପ୍ରଧାନ ମନ୍ତ୍ରୀ ପାଇବ। ଆଜି ଭାରତ ଯେଉଁଭଳି ଭାବେ ଜଣେ ଶିକ୍ଷାଗତ ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ପ୍ରଧାନ ମନ୍ତ୍ରୀଭାବେ ପାଇ ଆର୍ଥୀକ ସମସ୍ୟା ମଧ୍ୟରେ ଗତିକରୁଛି ତାହା ଶିକ୍ଷାଗତ ଯୋଗ୍ୟତା ନଥିଲେ ହୁଏତ ହୋଇ ନଥାନ୍ତା।

Leave a Reply

Your email address will not be published. Required fields are marked *