ଆସମାଜିକ ଯୁବକଙ୍କ ଲଙ୍କା କାଣ୍ଡ ; ବିଚ ରାସ୍ତାରେ ଗୁଣ୍ଡା ରାଜ

ସୋର:  ସୋରମ୍ୟୁନସିପାଲଟି ଅନ୍ତର୍ଗତ ଡାକ୍ତରଖାନା ଛକ ନିକଟରେ ଥିବା ତପସ୍ବିନୀ ଅର୍ଯୁବେଦିକ ମେଡିସିନ ଷ୍ଟୋରରେ ପଶି ଜଣେ ଅସମାଜିକ ଯୁବକଙ୍କ ଲଙ୍କା କାଣ୍ଡ ଦେଖିବାକୁ ମିଳିଛି । ମେଡିଷ୍ଟୋରର ଅଧିକାରୀଙ୍କୁ ରାସ୍ତା ମଝିରେ ଗୋଡେଇ ଗୋଡେଇ ହାଣିବାକୁ ଉଦ୍ୟମ କରୁଥିବା ବେଳେ ମେଡିସିନ ଷ୍ଟୋର ମାଲିକ ଲୁଚି ପଡିଥିଲେ । ଉନ୍ମକ୍ତ ଯୁବକ ଜଣଙ୍କ ରାଗରେ ଦୋକନାରେ ଥିବା ମେଡିସିନ ଏବଂ ବିଭିନ୍ନ ଆସବାବ ପତ୍ର ବାହାରକୁ ଫିଙ୍ଗିଦେବା ସହ ଲୋକଙ୍କୁ ଗୋଡେଇଥିଲା ମାରିବାକୁ । ଏହା ସହିତ ଯୁବକଙ୍କ ପରିବାର ମଧ୍ୟ ମିଶି ଦୋକାନଙ୍କୁ ଭାଙ୍ଗି ବାରେ ଲାଗି ପଡିଥିଲା । ଜୁବକ ଜଣକ ହେଲେ ଭାଗବତ ପୁହାଣ ତାଙ୍କ ପୁଅ ସନ୍ତୋଷ ପୁହାଣ ଘର ଅନନ୍ତପୁର ବୋଲି ଜଣା ପଡିଛି । ସୋର ପୁଲିସ ଘଟଣା ସ୍ଥଳରେ ପହଁଚି ଦୋକାନିକୁ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *