ବାଲେଶ୍ବର ମ୍ୟୁନସିପାଲିଟିର ମହାନାଳ ମହାଦୁର୍ନୀତି , କିଏ କେତେ ଲୁଟିଛ ?

ବାଲେଶ୍ବର : ସରକାରୀ ଟଙ୍କାଟା କାହା ବାପର ଚଉଦ ପୁରୁଷର ନୁହଁ ଜିଏ ଜେମିତି ପାରିବ ସେମିତି ଲୋଟିବ ା ଲୋକଙ୍କ ଠିକା ନେଇଥିବା କହୁଥିବା ଦଲାଲ ନେତା କଉ ମାଇପ ପାଖରେ ଶୋଇଛବେ ା ବାଲେଶ୍ବରର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆମେ ଯାଣୁ ତୁମର ଲବି ବହୁତ ମଜବୁତ ତା ମାନେ ନୁହଁ ବାଲେଶ୍ବର ମହାନାଳ ଲୁଟ କଥା ଯାଣିବା ପରେବି ନିରବ ରହିବ ା ଉପ ଜିଲ୍ଲାପାଳ ଆସିଶ ଇଶ୍ବର ପାଟିଲ ନିଜକୁ କଣ ଭାବୁଛ ଦାଇତ୍ବ ନେଇଛ ଉତ୍ତର ଦିଅ ା ଗୋଟେ କାମକୁ ଦୁଇଜଣଙ୍କୁ କଣ ପାଇଁ ବାଣ୍ଟିଲ ? କିଏ କେତେ ଟଙ୍କା ଭାଗ ନେଇଛ ? ଜଦି ଡବଲ ଲୋକଙ୍କୁ ସଫେଇ ପାଇଁ ଦେଲ ମହାନାଳ ସଫା କାହିଁକି କରାଯାଇନି ? ବାଲେଶ୍ବର ମ୍ୟୁନସିପାଲଟିରେ ବିଭିନ୍ନ ଓ୍ବାର୍ଡର ଡ୍ରେନେଜ ଗୁଡିକର ଅଳିଆ ନିଷ୍କାସନ ପାଇଁ ରହିଛି ମହାନାଳ । ୧୯ କିଲୋମିଟର ମହାନାଳ ସିଧା ସଂଯୋଗ କରିଛି ବୁଡା ବଳଙ୍ଗ ନଦୀକୁ। ଛୋଟ ଡ୍ରେନର ଅଳିଆ ଗୁଡିକ ମହାନାଳ ଦେଇ ସିଧା ବୁଢା ବଳଙ୍ଗ ନଦୀରେ ମିଶିଥାଏ। ଏହି ମହାନାଳ ଗୁଡିକୁ ସଫା କରିବା ପାଇଁ ମ୍ୟୁନସିପାଲଟି ୨୫ଲକ୍ଷ ଟଙ୍କାର ଟେଣ୍ଡର କରିଥାଏ। ହେଲେ ଏବେ କରୋନା ଏବଂ ‌କାଉନସିଲ୍ କମିଟି ନଥିବା ଯୋଗୁ ଏସ.ଏଚ.ଜି ମହିଳା ଗୃପ ମାନେ ସଫେଇ କାର୍ଯ୍ୟ କରୁଛନ୍ତି ା ତେବେ ପୁଣି କାହିଁକି ୩୧ଗୋଟି ଓ୍ବାର୍ଡକୁ ୫ଟି ଯୋନରେ ବିଭକ୍ତ କରାଯାଇ ଟେଣ୍ଡର ମାଧ୍ୟମରେ ଦୁଇ କମ୍ପାନିଙ୍କୁ ବାର୍ଷିକ ୫କୋଟି ୪୦ଲକ୍ଷ ଟଙ୍କା ବ୍ଯୟ ଧାର୍ଯ୍ୟ କରାଯାଇଛି ? ତେବେ ଏଠି ପ୍ରଶ୍ନ ଇଠିଲା ଦୁଇ ଦୁଇଟି ସଂସ୍ଥାକୁ ସଫେଇ କାର୍ଯ୍ୟ ପାଇଁ କାହିଁକି ଦିଆଗଲା ? ଗୋଟେ କାମ ପାଇଁ ୨ଥର ଖର୍ଚ୍ଚ ହେବ କାହିଁକି ? ତାହାଲେ କଣ ବୁଝିବାକୁ ହେବ ଦୁଇ ଦୁଇଟି ସଂସ୍ଥାକୁ ସଫେଇ କରିବାକୁ ଅର୍ଥ ଦେଇ ହରିଲୁଟ କରାଯାଇଛି ? ଅନ୍ୟପଟେ ଉଭୟ ସଂସ୍ଥା ସଫେଇ ଦାଇତ୍ବ ନେବା ପରେବି ମହାନାଳ ସଫା ହୋଇନାହିଁ କାହିଁକି । ବାଲେଶ୍ବରର ସଚୋଟ ଜିଲ୍ଲାପାଳ ସତସାହସ ଥିଲେ ସାମ୍ନାକୁ ଆଣ ସତ କଣ ? ହରିଲୁଟ ନା ଆଉ କିଛି ! ଜଦିହରିଲୁଟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ ନହେଲେ ଲୋକଙ୍କ ପ୍ରଶ୍ନର ଉତ୍ତର ଦିଅ ା ଉପ ଜିଲ୍ଲାପାଳ ପାଟିଲ ବାବୁ ନିଜକୁ କଣ ଭାବୁଛ ଲୋକଙ୍କ ଟିକସ ଟଙ୍କାରେ ଚାକିରି କରିଛ ଲୋକଙ୍କୁ ଉତ୍ତର ଦେବାକୁ ବାଧ୍ୟ ା

Leave a Reply

Your email address will not be published. Required fields are marked *