ବସ ଦୁର୍ଘଟଣାରେ ୩ ମ୍ରୁତ

ସୋର:୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଦଣ୍ଡକାଳୀ ଠାରେ ବସ ଟ୍ରକ ଦୁର୍ଘଟଣା ୩ ମୁତ୍ଯୁ।

ରାତି ୨ଟାରେ ଛିଡ ହୋଇଥିବା ଟ୍ରକକୁ ପଛରୁ ପିଟିବାକୁ ଟ୍ରକ ହେଲପର ସମେତ ଉଦଳାରୁ ଭୁବନେଶ୍ବର ଯାଉଥିବା ଛିଡା ହୋଇଥିବା ରୋହିତ ବସର ଯାତ୍ରୀ ଓ ହେଲପରଙ୍କ ଉପରେ ଟ୍ରକ ମାଡି ଯିବାରୁ ଜଣେ ମହିଳା ଯାତ୍ରା ଓ ବସ ହେଲପର ଘଟଣା ସ୍ଥଳରେ ମତ୍ଯୁ। ଖନ୍ତାପଡ଼ା ପୁଲିସ ମୁତ୍ଯୁ ବରଣ କରିଥିବା ବସ ହେଲପର, ମହିଳା ଯାତ୍ରୀ ଓ ଟ୍ରକ ହେଲପର ଶବକୁ ବାଲେଶ୍ଵର ଡାକ୍ତରଖାନା କୁ ପଠାଇେଲ। ମୁତକଙ୍କ ପରିଚୟ ମିଳିନି।

Leave a Reply

Your email address will not be published. Required fields are marked *