ଖଇର : ଖଇରା ଥାନାରେ ଦିର୍ଘଦିନ ଧରି କଳା କୁଆର ରାଜ ଚାଲିଥିଲା ା ରାତିହେଲେ ମଟର ସାଇକେଲ ଧରି ବୁଲେ କଳା କୁଆ ା ଶଳା ଭାଡୁଆଟା ବା.. ବାଳକୁ ଭାର୍ଯ୍ୟ ନୁହଁ କିନ୍ତୁ ବହୁତ ଖଇ ଖାଉଥିଲା ା ଏମିତିକି ରେବନ ଚସମା କିଣିକି ମାଡାମକୁ ଦେଇଥିଲା ା ବାମ୍ଫ ନେଲୁନାରେ ପୁଅ ଏବେ କିଳା ନେ ା ଆଉ ଗୋଟେ ନାଳୁଆ ଶଳା ଦେଶି ମଦ ବିକିକି ଉଡଲାଣ୍ଡ ଜୋତା ପିନ୍ଧିକି ଥାନାକୁ ଆସୁଥିଲୁ ବାମ୍ଫ ନେ ଆଉ ଶଳା ଥାନା ମାଟି ମାଣ୍ଡିବୁନି ା ଇଏ ଶ୍ରୀବହ୍ଲଭ ସାହୁ ଏଠି ଖାଇବା ଖୁଆଇବା ଭାରି କଷ୍ଟ ା ଏବେ କଳାକୁଆ ଓ ଫରତ ବିଦା ପରେ ମଦକୁ ନେଇ କୁଟିର ଶିଳ୍ପି ସାଜିଥିବା କିଛି ହୋଟେଲ ମାଲିକଙ୍କ କଛା ଖୋଲା ଚାଲିଛି ା ଖଇରା ଥାନାର ସେ ଦଲାଲ କଳାକୁଆ କୁଆଡେ ଆଇ ଆଇ ସିର ତଳଟା ା କନେଷ୍ଟ ବଳଙ୍କ କଥା ଛାଡ ତାରା ବାଲାତ ଫିକା ା କଳା କୁଆ କୁଆଡେ ଚାନ୍ଦା ନେଇକି କୋଟିପତି ସାଜିଥିଲା ! ଦେଖରେ ବାପା ଇଏ ଶ୍ରିବହ୍ଲଭ ସାହୁ ବେସି ରଙ୍ଗ ଦେଖେଇଲେ ବିଦା ା ଖଇରାର କଳା କୁଆ ଆର୍ଶିବାଦରେ ଜାଲି କାମ କରୁଥିବା ଢାଉକ ମାନେ ସୁଧୁରି ଯାଅ ଆଉ କଳା କୁଆ ନାହିଁ ା ଗୋଟି ଗୋଟି ଧରାଜିବ ା ଆଉ ରହିଲା ବାଲିଗାଡି , ପଥର ଗାଡି ତାଙ୍କ ଉପରେ ଚଢଉ ଆରମ୍ବ ହୋଇନି ବହୁତ ଜଲ୍ଦିହେବ ା ୬ମାସ ଖଣ୍ଡେ ଶ୍ରୀବହ୍ଲଭ ସାହୁ ଖଇରାର ଆଇ ଆଇସି ରହିଲେ ଦଲାଲ ଫଲାଲ ସବୁ ସଫା ା ସାଧାରଣ ଲୋକ ଯାହାର ଯାହା ଦରକାର ସିଧା ଯାଅ ଆଇ ଆଇସିକୁ ଦେଖା କର କାମ ହେବ ଫାଇନାଲ ା ଦଲାଲ ଫଲାଲ , ଗାଁ ଟାଉଟର ଏଗୁଡାଙ୍କୁ ନେବା ଦରକାର ନାହିଁ ା
