ଚୁରକା ବିଦା ହେବା ପରେ ଧତଲି ମାଇପେଙ୍କ ଭେଳା ବୁଡିଲା : ଡିଆଁ ଡିଇଁ ବନ୍ଦ

ବାଲେଶ୍ବର : ଲୋକ କୁହନ୍ତି ଜଉ ପୁଅ ବାପର ନୁହଁ କି ଜଉ ମାଇପ ଘଇତାର ନୁହଁ ସେ କାହାର ନୁହଁନ୍ତି ା ଚୁରକା ପଦବି ପାଇବା ପରେ ଡର୍ଜନେ ଖଣ୍ଡେ ମାଇପେ ଘଇତାକୁ ଛାଡିକି ଯାହା ହେଲେ ା ଦେହର ଲୁଗା ରହିଲାନି ହନୁ ମାଙ୍କଡ ଭଳି ଡେଇଁଲେ ସତକେ ଉଇର ପର ଲାଗିଗଲା ା ହେଲାନା ପର ଝଡିଗଲାନା ଏବେ ଉଡ , କିଲୋ ତମର ପରା ଡେଙ୍ଗୁରା ବାଜିଲା ଲୋକ ପରା ଚିଠି ପଢିକି ଢଗା ଢଗା ଆଖି କାଢି ପକେଇଲେ ା ଆନ୍ଦୋଳନ ନାଁ ଶୁଣିଲେ ଚୁରକା ଶୁଦ୍ଧୁଛି ମନେରଖ ଜେତେ ଶୁଦ୍ଧୁଚୁ ଲୋକେ ତତେ ଟାଉଟର ଲମ୍ଫଟ ବୋଲି କହୁଛନ୍ତି ା ନିଜକୁ ପଚାର ଲୋକତତେ କଉଠି ବସେଇଥିଲେ ତୁକଣ କରିଛୁ ? ବା.. ବାଳକୁ ଭାର୍ଯ୍ୟ ନୁହଁ ଖଇ ଖାଇତେ ଅଣ୍ଟା ଦେଖେଇଥିଲୁ ା ଆଉ ରହିଲା ଏ ଧତଲି ତୋର ଜେଉଁ ମାନେ ମାଲିସ କରୁଥିଲେ ା ସ୍ବାମି ଇହ କାଳ ପର କାଳର ଦେବତା ସେ ବାଙ୍ଗରା ହେଉକି ଡେଙ୍ଗା ା ସ୍ବାମି ସେବା କଲେ ସୁଖ ମିଳିବ ପର ସ୍ବାମିକି ଧରିକି ହୋଟେଲରେ ଦିନେ ଅଧେ ଶୋଇଲେ ମୁଣ୍ଡର ବାଳବି ମିଳିବନି ା ଏବେତ ଚୁରକାର ଖେଳ ଶଇଲା ବାସି ଡ୍ୟାସରେବି ତାକୁ କେହି ପଚାରିବେନି ଆଗରୁବି ପଚାରୁ ନଥିଲେ ଖାଲି କିଛି ଗ୍ରୁହ ଶତ୍ରୁ ବେଧଛୁଆଙ୍କ ପାଇଁ ସେ ରଜାହୋଇଥିଲା , କିନ୍ତୁ ରଜାର ପୁରୁଶତ୍ବ ନଥିବା ପରେ ଜଣା ପଡିଲା ା ସମୟ ବଡ ବଳ ବାନ ସମୟ ଉତ୍ତର ଦେଉଛି ଦେବ ା ଆମ କାମ ଖାଲି ଦେଖିବା ଲେଖିବା ବାସ ା

Leave a Reply

Your email address will not be published. Required fields are marked *