ସୋର : କଣ୍ଟ୍ରାକ୍ଟର ନୁହଁ ନେତା , ରାଜନୀତିରୁ କୋଟିପତି ହୋଇନି , ରାଜନୀତି ପାଇଁ ଜମିବାଡି ବିକି ସର୍ବଶାନ୍ତ ହୋଇଛି I କଂଗ୍ରେସରୁ ରାଜନୀତି ଆରମ୍ଭ , କାର୍ତ୍ତିକ ମହାପାତ୍ରଙ୍କ ଧରମ ପୁଅ , ବାପା ଅଧ୍ୟାପକ ମା ଶିଖ୍ୟୟତ୍ରୀ , ନିଜେ ଉଚ୍ଚଶିଖିତ ନିଶା ପେଶା ସବୁ ରାଜନୀତି , ସୋର , ବାହାନଗାର ଶହ ଶହ ଛାତ୍ରଙ୍କ ହ୍ରୁଦୟର ନେତା , ପରେ ବିଜେଡିରେ ରାଜ୍ୟନେତାଙ୍କ ଗୁଡ ବୁକରେ ସ୍ବତନ୍ତ୍ର ସ୍ଥାନ ବିଧାୟକ ପର୍ଶୁରାମ ଧଡାଙ୍କ ଅବାଧ୍ୟ ସାନଭାଇ , ତାଗିଦ ଅଡିଓ ଭାଇରାଲ , କିନ୍ତୁ ସୋର ବିଧାୟକ ମୋ ପାଇଁ ଗ୍ରାମଦେବତି କହୁଥିବା ଗୋଟେ ଯୁବ ଚେହେରା ଜୟରାମ I

ଅନନ୍ତପୁର ପୂର୍ବତନ ସରପଞ୍ଚ ବିଶ୍ବନାଥ ମୋ ରାମଚନ୍ଦ୍ର ମୁଁ ଲଖ୍ମଣ କହିବୁଲୁଥିବା ଚେହେରା ଜୟରାମ I ଏଥର ଦଳରେ ରହିବି ଦଳ ନିସ୍ପତିକି ମୁଣ୍ଡ ପାତି ସହିନେବି , ତେବେ ବହୁକଳ୍ପନା ଜଳ୍ପନା ବାଦ ବିବାଦର ଅନ୍ତଘଟି ଶେଷରେ ବିଜେଡିର ୪୫ ନମ୍ବର ଜୋନର ଜିଲ୍ସାପରିଷଦ ପ୍ରାର୍ଥୀ ଘୋଷଣା ଆଉ ନାମାଙ୍କନ ପତ୍ର ଦାଖଲକୁ ଜିବା ପୂର୍ବରୁ ବିଧାୟକଙ୍କ ଆର୍ଶିବାଦ I ଲୋକଙ୍କ ବହୁଳ ସମର୍ଥନ , ଯୁବ ଚେହେରା ଜୟରାମ ଜେ ଆଗାମି ଦିନରେ ଛକା ମାରିବେ ଆଉ ୪୫ ନମ୍ବର ଜୁନକୁ ଦଖଲ କରି ପର୍ଶୁଧଡାଙ୍କ ଗଡକୁ ମଜବୁତକରିବେ ଏଥିରେ ସନ୍ଦେହ ନାହିଁ I କିନ୍ତୁ ଜୟରାମଙ୍କ ପାଇଁ ଜେଉଁ ଚକ୍ରବ୍ୟୁହ ରଚନା ହୋଇଥିଲା ସେଥିରେ ଚକ୍ରବ୍ୟୁହ ରଚିଥିବା ଲୋକ ପଡିଯାଇଛନ୍ତି I ଯାହାର ଫଳ ସୋରୁପ ଜୟରାମ ଜିତିଲେବି ସୁନାପୁଅ ହାରିଲେବି ସୁନାପୁଅ , ହାରିଲେ ହରେଇଲେ ଜିତିଲେ ଜିତେଇଲେ I
