ଜୟନାରାୟଣ ମହାନ୍ତିଙ୍କ ପୁଅର ଚାମ୍ଚାଙ୍କ ସାମ୍ବାଦିକଙ୍କୁ ଧମକ

ବାଲେଶ୍ବର : ନେତାଙ୍କ ପାଖରେ କିଛି ଟହଲିଆ , ଛାଟିଖିଆ ବା ଚାମ୍ଚା ରୁହନ୍ତି । ସେମାନେ ସାଧାରଣତ ଅସାମାଜିକ,ଅଭଦ୍ର,ଅପରାଧି ବା ଚାଟୁକାର ସ୍ବଭାବର ଜଦିଓ କିଛି ଭଲ ଲୋକ ନେତାଙ୍କ ପାଖରେ ରୁହନ୍ତି କିନ୍ତୁ ଆମେ ଜଉଁ ମାନଙ୍କ କଥା କହୁଛୁ ସେମାନେ ଅଭଦ୍ର, ଅସାମାଜିକ , ଚାଟୁକାର ସ୍ବଭାବରତ ନିଶ୍ଚିତ। ଜଳେଶ୍ବର ବିଜେପି ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କ ପୁତ୍ର ଜିତନଙ୍କ ନାମରେ ଜାତୀୟ ରାଜପଥରୁ ମାଛ ଚୋରି ନେଇ ଅଭିଯୋଗ ହେବାପରେ ଏ ନେଇ ଖବର ପ୍ରସାରଣ ହୋଇଥିଲା ଯାହାକୁ ନେଇ ଜିତନ ବାବୁ ରାଗିଯାଇ ୨ରୁ୪ଟା ପୁଷା ଗୁଣ୍ଡା ବା ସେହି ମାଛଗାଡି ଡକାୟତିରେ ଲିପ୍ତଥିବା କିଛି ଆତ୍ମଘୋଶିତ ଯାତୀୟରାଜପଥ ଡକାୟତ ଏବେ ସାମ୍ବାଦିକ ସଞ୍ଜୟ ଦାସଙ୍କୁ ଧମକ ଦେବା ଆରମ୍ବ କରିଛନ୍ତି।ତେବେ ପୋଲିସିର କୋହଳ ମନଭାବ କାରଣରୁ ଏଇଡକାୟତ ବା ପୋଶା ଗୁଣ୍ଡାଙ୍କ ଉତପାତ ବଢୁଛି।

ଗତ ତା: ୦୯/୦୮/୨୦୧୯ ରିଖ ଶୁକ୍ରବାର ଦିନ ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ଆଜିର ବିଜେପି ବିଧାୟକ ପ୍ରାର୍ଥୀ ଥିବା ଜୟନାରାୟଣ ମାହାନ୍ତିଙ୍କ ପୁତ୍ର ଦିବ୍ୟକାମ ମହାନ୍ତି (ଜିତୁନ) ଓ ତାଙ୍କର କିଛି ସହକର୍ମୀଙ୍କ ନାମରେ କେନ୍ଦ୍ରାପଡ଼ା ଅଞ୍ଚଳର ରାଧାକୃଷ୍ଣ ସାମନ୍ତ ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ଆମ୍ଭେ ଗତ ତା: ୧୦/୦୯/୨୦୧୯ ରିଖରେ ସମ୍ପର୍କୀତ ଖବରକୁ ଆମ୍ଭେ ପ୍ରକାଶ କରିଥିଲୁ । ଖବର ପ୍ରକାଶ ପାଇବାପରେ ଅର୍ଥାତ ତା: ୧୦/୦୯/୨୦୧୯ ରିଖ ରାତି ୦୯ଟା ସମୟରେ ଜଳେଶ୍ୱର ନୂଆବଜାର ଘର ରାକେଶ ବାରିକ ବୋଲି ନିଜକୁ ପରିଚୟ ଦେଇ ମୋବାଇଲ ନମ୍ବର ୭୦୦୮୬୦୯୯୫୮ ଦ୍ବାରା ଆମ୍ଭକୁ ଫୋନ କରି ବେ ସଂଜୟ ତୁ ଆମକୁ ଚିହ୍ନିଛୁ ଆମେ ଏମ୍ ମେ ଲୋକ ଜୟନାରାୟଣ ବାବୁଙ୍କ ପୁଅ ଜିତୁନ ଭାଇର ଲୋକ କହି କଥା ଆରମ୍ଭ କରିଥିଲେ । ବିଭିନ୍ନ ଖରାପ ଭାଶାରେ ଗାଳିଗୁଲଜ କରି କହିଥିଲେକି କାହିଁକି ଆମ ବାବୁ ଓ ଭାଇ ଜିତୁନ ନାମରେ ଖବର ପ୍ରକାଶ କରିଛୁ, ବାଳ କାଗଜରେ ରହି ସାମ୍ବାଦିକ ଚୁଦେଇ ହେଉଛୁ ତୁ ବର୍ତମାନ କେଉଁଠି ଅଛୁ ଶଳାକୁ ସବୁଦିନ ପାଇଁ ବୁଝେଇ ଦେବା କହିଚାଲିବା ପରେ ଶେଷରେ ଆଜି ଦେଖାଦେବୁନିତ ଜିତୁନ ଭାଇ କହିଛନ୍ତି ତତେ ଯେତେବେଳେ ଯେଉଁଠି ଦେଖିବା ଜୀବନରୁ ମାରି ଫିଙ୍ଗି ଦେବା ଶ.. ମା .. ବହୁତ ସାମ୍ବାଦିକ ଦେଖଉଛୁ ମନେରଖ ଏ କଥା ପୁଲିସ ପାଖରେ କହିଲେବି ପୁଲିସ ଆମର କିଛି ଛୋଡି ପାରିବନି ଦୁଇରୁ ୩ଦିନ ଭିତରେ ଆମେ ତତେ ହାଣିବୁ କିଏ ବଞ୍ଚେବ ଦେଖିବା। ଏମିତି କହିବା ସହ ତାଙ୍କ ପାଖରେ ଥିବା ଆଉକିଛି ଯୁବକ ମଧ୍ୟ ବିଭିନ୍ନ ଖରାପ ଭାଷାରେ ଗାଳି ଗୁଲଜ କରୁଥିବା ସଞ୍ଜୟ ଅଭିଯୋଗକରିଛନ୍ତି । ଏଥିସହ ସେ କହିଛନ୍ତି ଏମିତି ଧମକ ପରେ ମୋ ଜୀବନ ପ୍ରତି ବିପଦ ରହିଛି ଏନେଇ ସେ ଜଳେଶ୍ବର ଥାନାରେ ଏକ ଅଭିଯୋଗ କରିଛନ୍ତି। ତେବେ ପୋଲିସ ସେମାନଙ୍କୁ ଗିରଫ କରୁଛି ନା ଆଇନର ଆଳ ଦେଖାଇ ନିରବ ରହୁଛି ତାହା ସମୟ କହିବ। ତେବେ ଜଦି ପୁଲିସ ନିରବ ରୁହେ ଓ ଆଗାମି କାଲି ସାମ୍ବାଦିକ ସଞ୍ଜୟ ଦାସଙ୍କର କୈଣସି କ୍ଷତି ହୁଏ ତାହାଲେ ସେଥିପାଇଁ ପୁଲିସ ସମ୍ପୁର୍ଣ ଭାବେ ଦାଇରହିବ।

Leave a Reply

Your email address will not be published. Required fields are marked *