ସୋରରେ ଆଶ୍ରମ ଛକ ନିକଟରେ ଇଣ୍ଡିଆନ ବ୍ୟାଙ୍କର ଏକ ଶାଖା ଉଦଘାଟନ ହୋଇଯାଇଛି ।ନୁତନ ଭାବରେ ଏହି ଶାଖାଟି
ପ୍ରଥମ ରଜ ଉପଲକ୍ଷେ ସୋରରେ ଉଦଘାଟନ ହୋଇଥିଲା । ଏହି ହି ଉଦଘାଟନ ଉତ୍ସବରେ ସୋର ବିଧ୍ୟୟକ ସମେତ ଶାଖା ପରିଚାଳକ ଏବଂ ଜୋନାଲ ମେନେଜର ଉପସ୍ଥିତ ଥିଲ । ଏହି ବ୍ୟଙ୍କଟି ସୋରରେ ଅଥନୀରେ ଅଭିବୃଦ୍ଦି କରିବା ସହାୟାକ ହେବା ।
