ସୋର : ସୋରର ଏ ସମିତି ସଭ୍ୟ ଓ ଜାଲି ସାମ୍ବାଦିକ କିଏ ? ଯାହାଙ୍କ ପାଖରେ ଆୟବର୍ହି ଭୂତ ସମ୍ପତି ରହିଛି। ମିଳିଥିବା ସୂଚନା ମୂଳେ ବେକରେ ଗାମୁଛା ପକାଇ ଟ୍ରାକ୍ଟର ଡ୍ରାଇଭରରୁ ସମିତି ସଭ୍ୟ ସାଜିଥିବା ଏହି ଧତ୍ତଲା ଯୁବକ ଜଣକ ଏବେ ୨୦ରୁ ଅଧିକ ଟ୍ରକର ମାଲିକ ସାଜିଛି ା ଖାଲି ସେତିକି ନୁହଁ ସୋରର ରାସ୍ତାକଡରେ ଏକର ଏକର ଜମିଥିବା ବେଳେ ଠାକୁର ସମ୍ପତି ମଧ୍ୟ ଦଖଲ କରିଥିବା ଜଣା ପଡିଛି ା ଖାଲିସେତିକି ନୁହଁ ୟାଙ୍କ ପାଖରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତି ରହିଛି ଯାହାର ଟେକ୍ସ ଏହି ସମିତି ସଭ୍ୟ ଜଣକ ସରକାରଙ୍କୁ ଦେଇନାହାନ୍ତି ତେବେ ଏଥିନେଇ ତାଙ୍କୁ ଆୟକର ବିଭାଗ ଗୁଡାଉଥିବା ଜଣା ପଡିଛି। ଠିକ୍ ସେହିପରି ସୋରରେ ନିଜକୁ ସାମ୍ବାଦିକର ପରିଚୟ ଦେଇ ଜମି ମାଫିଆ ସାଜିଥିବା ଦୁଇ ସାମ୍ବାଦିକଙ୍କୁ କୁଆଡେ ଖୋଜୁଛି ଆୟକର ବିଭାଗ ତେବେ ଏ ଦୁଇଜଣଙ୍କ ମଧ୍ୟରୁ ଜଣକୁ ଫାଇନ କରାଯାଇଥିବା ଏକ ସୂଚାନାରୁ ଜଣା ପଡିଛି। ତେବେ ଏହାର ସତ୍ୟତା ଆଗାମି ଦିନରେ ଆମେ ପ୍ରକାଶ କରିବୁ ନିଶ୍ଚିତ। ତେବେ ଯଦି ଆୟକର ବିଭାଗ ଠିକ୍ ଭାବେ ତଦନ୍ତ କରେ ଏଇ ୩ ବ୍ୟକ୍ତିଙ୍କ କଳା ସାମ୍ରାଜ୍ୟର ବହୁଛବି ସାମ୍ନାକୁ ଆସିବ। ଅନ୍ୟପଟେ ଆଉ ଜଣେ ବେଶ୍ୟାପଡା ମାଲିକ ଚନ୍ଦୁ ଏବେ ଆୟକର ରିଟର୍ଣ୍ଣଦେବା ପାଇଁ ଗୁଡେଇ ହେଉଛି , ନିଜକୁ କବି ସାମ୍ବାଦିକ କହି ଫୁଲେଇ ହେଉଥିବା ଚନ୍ଦୁ ଲିଭ୍ ଇନ ରିଲେସନରେ ପୁରୁଷ ମହିଳା ସାଙ୍ଗରେ ରହି ପାରିବା ଯାଣିବା ପରେ ବେପାରବଢାଇ ଦେଇଥିଲା ,କିନ୍ତୁ ସେଥିରୁ ରୋଜଗାର କରିଥିବା ଟଙ୍କାରେ କିଛି ଭଡାଟିଆଙ୍କୁ ପୋସି ଖସିଜିବ ବୋଲି ଭାବିଥିଲା କିନ୍ତୁ ଏବେ ଆୟକର ଭୟରେ ବାଇଆ ହେଲାଣି । ଏପଟେ ସୋର ଷ୍ଚଟେସନଛକରେ କୁହା କୁହି ହେଉଛନ୍ତି ରହରେ ଚନ୍ଦୁ ତୋ ପାଳି ପଡିବ ରହ ବେସ୍ତ ହଅନା।
