ମଣିଷ ମାରିବ ସୋର ସିଟି ଲାଇଫ୍ : ରାସ୍ତା ଅବରୋଧ କରି ବେଉସା କରୁଛି
ସୋର ମ୍ୟୁନସିପାଲଟି ଉତ୍ତରେଶ୍ବରରେ ବେଆଇନ ଭାବରେ ଗଢି ଉଠିଥିବା ସିଟି ଲାଇଫ ନାମକ ଏକ ସଂସ୍ଥା ଅଣଗୁରିଆମି ଏବଂ ଅଭଦ୍ରାମିର ସବୁ ସିମା ସରହଦକୁ ପାରି ଗଲା ଭଳି ଲାଗୁଛି ା ଏହି ଲୁଗା ସୋରୁମ ସିଟି ଲାଇଫ୍ ମୁନିସ୍ ପାଲିଟି କିମ୍ବା ଫାୟାର ସେଫ୍ଟି କି ସୋରପୁଲିସ ପାଖରୁ କୈଣସି ସ୍ବୀକ୍ରୁତି ନନେଇ ଗତ ୨୨ତାରିଖଦିନ ଯେଉଁଭଳି ଭାବେ ଉଦ୍ଦଘାଟନି ଉତ୍ସବ ପାଳିଲା ଏବଂ ଉତ୍ତରେଶ୍ବରର ଟ୍ରାଫିକ୍ ବ୍ୟବସ୍ଥାକୁ ଦଳି ମକଚି ନଷ୍ଟ କଲା ସେଇଦିନହିଁ ତାର ଅଣ ଗୁରିଆମି ଓ ମନମୁଖୀ କାର୍ଯ୍ୟର ପ୍ରମାଣ ମିଳିଥିଲା । ତେବେ ସବୁଠାରୁ ବଡ ପ୍ରଶ୍ନ ରହିଛିକି ଏହି ସଂସ୍ଥା ସରକାରୀ ରାସ୍ତାକୁ ତାର ପାର୍କିଂ ପ୍ଲେସ କରିଥିବା ବେଳେ ନିଜର ଡିଜି ଗାଡିକୁ ରାସ୍ତାରେ ରଖି ରାସ୍ତା ଅବରୋଧ କରିଛି କିଭଳି ?
ଫାୟାର ସେଫ୍ଟି ନଥାଇ କେମିତି ଏତେ ବଡ ସଂସ୍ଥା ସୋରରେ ଆରମ୍ଭ ହେଲା ? କାଲି ଜଦି ଗୁଜୁରାଟ ଭଳି ପରିସ୍ଥିତି ହୁଏ ତାହାଲା ସୋରର ସହ ସହ ଲୋକ ମରିବା ସାର ହେବ ା ଅନ୍ୟପଟେ ଅତ୍ୟନ୍ତ ବିପଦ ପୁର୍ଣ୍ଣ ଭାବେ ଜେମିତି ବିଦ୍ୟୁତ ସଂଯୋଗ ଦିଆଯାଇଛି ତାହା ସନ୍ଦେହ ଘେରରେ ଏମିତି ବିପଦ ପୁର୍ଣ୍ଣ ବିଦ୍ୟୁତ ସଂଯୋଗ କେଉଁ ଆଧାରରେ ଦିଆଗଲା ? ତେବେ ପ୍ରଶାସନ କେବେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ଥିବା ବେଳେ ଏସଂସ୍ଥାର ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରିବା ସହ ତୁରନ୍ତ ଏହାକୁ ସିଲ୍ କରାଜିବାକୁ ସୋର ସଚେତନ ନାଗରିକ ମଞ୍ଚ ଦାବି କରିଛି ା ଏହି ମଞ୍ଚ ଆଗାମି ଦିନରେ ଏ ବାବଦରେ ପ୍ରଶାସନର ଦ୍ବାରସ୍ତ ହେବ ବୋଲି ଚେତାବନି ଦେଇଛି ା
