ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ

ଖଇରା : ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ଗୁପ୍ତାଙ୍ଗକୁ କାଟିଦେଲ ପାଖ ପୋଡଶି ଲୋକେ । ଯୁବକ ଜଣକ ଘରେ ଶୋଇଥିବା ବେଳେ ସକାଳୁ ଘରେ ପଶି ଯୁବକଙ୍କ ଗୁପ୍ତାଙ୍ଗକୁ କାଟିଦେଇଛନ୍ତି । ଗୁରୁତର ଯୁବକକୁ ସିମୁଳିଆ ସ୍ୱାସ୍ଥ କେନ୍ଦ୍ରରୁ କଟକ ସ୍ଥାନାନ୍ତର କରାଯାଇଛି । ଖାଇରା ଥାନା କୁରୁଣ୍ଟା ଅଂଚଳର ଚଣ୍ଡରୁ ମାରାଣ୍ଡି ପୁଅ ବାଡା ମାରାଣ୍ଡି 30 ବର୍ଷର ଯୌନାଙ୍ଗ କୁ କାଟିଲେ ମହିଳାଙ୍କ ଓ ପରିବାର।

Leave a Reply

Your email address will not be published. Required fields are marked *