ଗୋପାଳପୁର ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ରୁଣ୍ଡୁ ମ୍ରୁତ

ବାହାନଗା : ବାହାନଗା ବ୍ଲକ ଆରୁହାବେଢ ଅଞ୍ଚଳର ରୁଣ୍ଡୁ ମଳିକ ଖନ୍ତାପଡା ଥାନା ଗୁପାଳପୁର ଫାଣ୍ଡିର ଏ ଏସ ଆଇ ପିଙ୍ଗୁଆଙ୍କ ଗୁଳିରେ ମ୍ରୁତ୍ୟୁ ହୋଇଛି I ମିଳିଥିବା ଖବର ମୂଳେ ପୋଲିସ୍ ରୁଣ୍ଡୁକୁ ଧରିବାକୁ ଯାଇଥିବା ବେଳେ ରୁଣ୍ଡୁ ପୋଲିସକୁ ଛୁରାରେ ଆକ୍ରମଣ କରି ଖସିଯାଇ ପୁଣି ସେଠାରେ ଥିବା ଏ ଏସ ଆଇ ପିଙ୍ଗୁଆଙ୍କ ଦୁଇ ହାତକୁ ହାଣିଦେଇଥିଲା ସେଇ ସମୟରେ ନିଜକୁ ବଞ୍ଚାଇବାକୁ ଯାଇ ଏ ଏସ ଆଇ ରୁଣ୍ଡୁର ଗୁଡକୁ ଗୁଳି କରିବା ସମୟରେ ରୁଣ୍ଡୁ ବସିପଡିବାରୁ ତା ଛାତିରେ ଗୁଳି ବାଜିଯାଇଥିଲା ପରେ ସୋର ଡାକ୍ତର ଖାନାରେ ତାର ମ୍ରୁତ୍ୟୁ ହୋଇଛି  । ରୁଣ୍ଡୁ ମଳିକ ନାମରେ ପୂର୍ବରୁ ୩୦ ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ଥିବା ସୁଚନା ମିଳିଥିବା ବେଳେ , ଛିନ୍ ତାଇ ମର୍ଡର ଭଳି ସଙ୍ଗିନ ଅପରାଧରେ ସେ ସାମିଲ ଥିଲା ।

Leave a Reply

Your email address will not be published. Required fields are marked *