Skip to content
ଭୁବନେଶ୍ୱର : ସାଗ ଗଛ ଲଗାଇଥିବା ଲୋକ ସାଗନାଡବି ପାଇବନି ଯାଣିଲା ପରେ ମୁହଁ ନଶୁଖନ୍ତା କେମିତି ? ଦିନକୁ ଦିନ ଓଡିଣା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ତାଲିକା ବଢିଚାଲିଥିବା ବେଳେ ସେଇତାଲିକାରେ ପୁଣି ଆଉଗୋଟେ ନାମ ଯୋଡି ହେବାକୁ ଯାଉଛି ା ଖାରବଳ ସ୍ବାଇଁ ଏବେ କୁଆଡେ ପଦ୍ମପୋଖରିକୁ ଚିଲ୍ଲାମାରିବା ପାଇଁ ପ୍ରସ୍ତୁତ ଥିବା କହିଲେଣି ତା ମାନେ ସେ କହିଲେଣି ମତେ ମିଶାଆ ମୋତେ ମିଶାଅ ା ଯାହା ଶୁଣିବାକୁ ମିଳିଛି ମାଡଖାଇ ପୁରା ରାଗିଯାଇଛନ୍ତି ଖାରବଳ ସେଥିପାଇଁ ବିଜେଡିକୁ ପାନେ ଦେବେ ବୋଲି ମିଶୁଛନ୍ତି ା

ସେ ସିନା ମିଶିବେ ତାଙ୍କ ମିଶିବାରେ କିଏ କେତେ ଖୁସିଥିବ ଜଣା ନାହିଁ କିନ୍ତୁ ଧର୍ମେନ୍ଦ୍ର ଭାବୁଥିବେ ମ ମୁଖ୍ୟମନ୍ତ୍ରୀହେବା ସ୍ବପ୍ନରେ ରହିବ ା ଏମିତିବି ମୁଖ୍ୟମନ୍ତ୍ରୀ ତାଲିକାରେ ଅପରାଜିତାଙ୍କ ପରେ ବୈଜୟନ୍ତ ପଣ୍ଡା ରହିଛନ୍ତି ବୋଲି ଆଲୋଚନା ହେଉଛି । ସେହିପରି ଦିର୍ଘଦିନଧରି ପ୍ରତାପ ସଡଙ୍ଗି କହୁିଆସୁଛନ୍ତି ଚାନ୍ସମିଳିଲେ ଛାଡିବିନି , ବସନ୍ତ ପଣ୍ଡାତ ଗୁଡ କାଢି ବସିଛନ୍ତି । ଜୁଏଲ ଉରାମ ରାତିରେ ମୁଖ୍ୟମନ୍ତ୍ରୀ ହୋଇସାରିଥିବା ସ୍ୱପ୍ନ ଦେଖି କୁଆଡେ ଉଠିପଡୁଛନ୍ତି । ତେବେ ଏ ସବୁପରେ ଧର୍ମେନ୍ଦ୍ରଙ୍କ ଲବି ଯୋରଥିଲା କିନ୍ତୁ ତାଙ୍କ ଠାରୁ ଦାମିକା ନେତା ଜେତେବେଳେ ମିଶିବା ଆରମ୍ଭ କଲେଣି ତାଙ୍କ ଅବସ୍ଥା କଣହେବ ? ଏଇଚିନ୍ତାରେ ତାଙ୍କର କୁଆଡେ ଖାଇବା ପିଇବା ବିଷ ହୋଇଗଲାଣି ସବୁବେଳେ ମୁହଁ ଶୁଖେଇ ବସୁଛନ୍ତି ।